DILEHR MEHNDI
ମନୋରଞ୍ଜନ 

ଦିଲେର ମେହନ୍ଦିଙ୍କ ମେଟାଭର୍ସ ପ୍ରପର୍ଟି

ଦିଲେର ମେହନ୍ଦିଙ୍କ ମେଟାଭର୍ସ ପ୍ରପର୍ଟି ନୂଆଦିଲ୍ଳୀ: ମାର୍ଚ୍ଚ ୨୬: ମେଟାଭର୍ସ କନସର୍ଟରେ ଗାୟକ ଦିଲେର ମେହେନ୍ଦି ଏକ ଭର୍ଚୁଆଲ୍ରେ ସମ୍ପତ୍ତି କିଣିଛନ୍ତି । ଦିଲେର ମେଟା-ୟୁନିଭର୍ସରେ ନିଜ ପାଇଁ ଅଜ୍ଞାତ ମୂଲ୍ୟରେ ଜମି କିଣିଛନ୍ତି । ସେହି ଜମିର ନାମ ବଲ୍ଲେ ବଲ୍ଲେ ଲ୍ୟାଣ୍ଡ ରଖିଛନ୍ତି। ସେ ଜମିକୁ ଭାରତର ମେଟାଭର୍ସ ପାର୍ଟି ନାଇଟ୍ ରେ କିଣିଛନ୍ତି । ଜମିରେ ଏକ ସ୍ୱତନ୍ତ୍ର ପେଣ୍ଟବଲ୍ କ୍ଷେତ୍ର ଦେଖାଯିବ ଏବଂ ମେହେନ୍ଦି ଷ୍ଟୋର ନାମକ ଏକ ଷ୍ଟୋର ମଧ୍ୟ ଲଞ୍ଚ ହେବ । ତାଙ୍କର […]
Read More...

Advertisement