different types of moon
ବିଶ୍ବ 

ଆଜି ଆକାଶରେ ଦେଖାଯିବ ପିଙ୍କ ମୁନ୍‌

ଆଜି ଆକାଶରେ ଦେଖାଯିବ ପିଙ୍କ ମୁନ୍‌ ଭୁବନେଶ୍ୱର: ଅପ୍ରେଲ ୧୬: ଆକାଶରେ ଆପଣ ଧଳା ଜହ୍ନ ତ ଦେଖିଥିବେ । କିନ୍ତୁ ଆଜିର ଆକାଶରେ ଦେଖିବାକୁ ମିଳିବ ପିଙ୍କ ମୁନ । ପିଙ୍କ ମୁନ୍ର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିଛନ୍ତି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟରିୟମ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ । ଏହି ପିଙ୍କ ମୁନ୍ ନାମକରଣ ଉତ୍ତର ଆମେରିକାରେ ପ୍ରଥମେ ହୋଇଥିଲା । ଓଡିଶାରେ ଯେପରି କୁମାର ପୂର୍ଣ୍ଣମୀ ଆଦି ନାମ ଦିଆଯାଇଥାଏ ସେଭଳି ଆମେରିକୀୟ ଭାଷାରେ ଆଜିର ଜହ୍ନକୁ ପିଙ୍କ ମୁନ୍ […]
Read More...

Advertisement