dies aged 91
ବିଶ୍ବ 

ସୋଭିଏତ ସଙ୍ଘର ଶେଷ ରାଷ୍ଟ୍ରପତି ମିଖାଇଲ ଗୋର୍ବାଚୋଭଙ୍କ ଦେହାନ୍ତ

ସୋଭିଏତ ସଙ୍ଘର ଶେଷ ରାଷ୍ଟ୍ରପତି ମିଖାଇଲ ଗୋର୍ବାଚୋଭଙ୍କ ଦେହାନ୍ତ ସୋଭିଏତ୍ ସଂଘ ର ପୂର୍ବତନ ରାଷ୍ଟ୍ରପତି ମିଖାଇଲ୍ ଗୋର୍ବାଚୋଭଙ୍କ ଦେହାନ୍ତ I ମୃତ୍ୟୁ ବେଳକୁ ତାଙ୍କୁ ୯୧ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନରୁ ଅସୁସ୍ଥ ଥିଲେ I ମସ୍କୋର ଏକ ହସପିଟାଲରେ ଚି଼କୀତ୍ସାଧିନ ଥିବାବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା ।ମିଖାଇଲ୍ ଗୋର୍ବାଚେIଭ ୟୁନାଇଟେଡ୍ ୟୁନିଅନ୍ ଅଫ୍ ସୋଭିଏତ୍ ସୋସିଆଲିଷ୍ଟ ରିପବ୍ଲିକ୍ (ୟୁଏସ୍ଏସ୍ଆର୍) ର ଶେଷ ନେତା ଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବିଶ୍ୱର ବୃହତ୍ତମ ଦେଶ ସୋଭିଏତ୍ ୟୁନିଅନ୍ ବିଭିନ୍ନ ଦେଶରେ ବିଭକ୍ତ ହୋଇଥିଲା। ଏହା […]
Read More...

Advertisement