diarrhoea in western Odisha
ଜିଲ୍ଲା 

କଲମପୁର ବ୍ଲକରେ ବଢୁଛି ଝାଡା ବାନ୍ତି: ୧୧ ଆକ୍ରାନ୍ତ ଡ଼ାକ୍ତରଖାନାରେ ଭର୍ତ୍ତି

କଲମପୁର ବ୍ଲକରେ ବଢୁଛି ଝାଡା ବାନ୍ତି: ୧୧ ଆକ୍ରାନ୍ତ ଡ଼ାକ୍ତରଖାନାରେ ଭର୍ତ୍ତି ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧିନସ୍ଥ ଭାଲୁବୁଟ୍ରା ଗ୍ରାମରେ ଝାଡା ବାନ୍ତିର ପ୍ରକୋପ ଦେଖା ଦେଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ପରିବାର ଲୋକ ଆକ୍ରାନ୍ତ ମାନଙ୍କୁ କଲମପୁର ଗୋଷ୍ଠୀ ସ୍‌୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ସୂଚନା ଅନୁସାରେ ଭାଲୁବୁଟ୍ରା ଗ୍ରାମର ସୁରେଖା ଶବର, ଦେବେନ୍ଦ୍ର ଶବର, ସେବତୀ ଶବର, ଦୟା ଶବର, ବିଦୁ୍ୟତ ଶବର, ଭବେନ୍ଦ୍ର ମାଝୀ, ହରି ମାଝୀ, ତପସ୍ୱିନୀ ମାଝୀ ଓ ଯଶୋବନ୍ତ ବାଗ ପ୍ରମୁଖ ୯ ଜଣ […]
Read More...

Advertisement