Diarrhoea in Odisha village
ଜିଲ୍ଲା 

ଥୁଆମୂଳ ରାମପୁର ବ୍ଲକରେ ଝାଡାବାନ୍ତି, ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ

ଥୁଆମୂଳ ରାମପୁର ବ୍ଲକରେ ଝାଡାବାନ୍ତି, ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକରେ ଗତ କିଛି ମାସ କିଛି ଦିନ ହେବ ଅଜଣା ଝାଡାବାନ୍ତି ରୋଗ ଲାଗି ରହିଛି । ଇତି ମଧ୍ୟରେ ଅନେକ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇସାରିଛି । ବ୍ଲକର ମାଳିଗାଁ, ଗୋପୀନାଥପୁର, ପୋଡାପଦର, ପାଡେପଦର, ନାକୁରୁଣ୍ଡି, କିଆପଦର ଏବଂ ସିନ୍ଧିପଦର ଗ୍ରାମ ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ଏହି ରୋଗର ପ୍ରଭାବ ଦେଖିବାକୁ ମିଳିଛି । ବର୍ତ୍ତମାନ ବର୍ତ୍ତମାନ ପୁଣି ପାଡେପଦର ଗ୍ରାମପଞ୍ଚାୟତର ଭୁତଗୁଡା, ଦୁରେସ ପଦର, […]
Read More...

Advertisement