କିଏ ହେଉଛନ୍ତି ଧନନ୍ତ୍ୱରୀ, ଧନତେରସରେ ରୂପା ଓ ବାସନ କିଣିବାର କ’ଣ ରହିଛି ମହତ୍ତ୍ୱ?
ସମୟ ଲାଇଭ୍୨୪/୧୦: ଧନତେରସଧ୍ନନ୍ତ୍ୱରୀ ଦେବଙ୍କ ପୂଜା କରାଯାଏ। ଦେବଲୋକରେ ଧନନ୍ତ୍ୱରୀ ଦେବଙ୍କୁ ଦେବତାମାନଙ୍କର ବୈଦ୍ୟ ତଥା ଆୟୁର୍ବେଦର ଆଚାର୍ଯ୍ୟ କୁହାଯାଏ। ସେହିପରି ଧନନ୍ତ୍ୱରୀଙ୍କୁ ମା’ ଲକ୍ଷ୍ମୀଙ୍କ ଭାଇ ବୋଲି ବିଚାର କରାଯାଏ। ସମୁଦ୍ର ମନ୍ଥନ ସମୟରେ କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟାଦଶୀ ତିଥିରେ ୧୪ଶ ରତ୍ନ ଭାବେ ଧନନ୍ତ୍ୱରୀ ସମୁଦ୍ର ଗର୍ଭରୁ ଜାତ ହୋଇଥିଲେ। ଏହି ଦିନ କୌଣସି ରତ୍ନ ବା ଧାତୁ କ୍ରୟ କରିବା ଦ୍ୱାରା ସ୍ୱାସ୍ଥ୍ୟ ଓ ଧନଲାଭ ହୋଇଥାଏ। ତେବେ ଧନନ୍ତ୍ୱରୀ ଦେବ […]
ସମୟ ଲାଇଭ୍୨୪/୧୦: ଧନତେରସଧ୍ନନ୍ତ୍ୱରୀ ଦେବଙ୍କ ପୂଜା କରାଯାଏ। ଦେବଲୋକରେ ଧନନ୍ତ୍ୱରୀ ଦେବଙ୍କୁ ଦେବତାମାନଙ୍କର ବୈଦ୍ୟ ତଥା ଆୟୁର୍ବେଦର ଆଚାର୍ଯ୍ୟ କୁହାଯାଏ। ସେହିପରି ଧନନ୍ତ୍ୱରୀଙ୍କୁ ମା’ ଲକ୍ଷ୍ମୀଙ୍କ ଭାଇ ବୋଲି ବିଚାର କରାଯାଏ। ସମୁଦ୍ର ମନ୍ଥନ ସମୟରେ କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟାଦଶୀ ତିଥିରେ ୧୪ଶ ରତ୍ନ ଭାବେ ଧନନ୍ତ୍ୱରୀ ସମୁଦ୍ର ଗର୍ଭରୁ ଜାତ ହୋଇଥିଲେ। ଏହି ଦିନ କୌଣସି ରତ୍ନ ବା ଧାତୁ କ୍ରୟ କରିବା ଦ୍ୱାରା ସ୍ୱାସ୍ଥ୍ୟ ଓ ଧନଲାଭ ହୋଇଥାଏ। 
ତେବେ ଧନନ୍ତ୍ୱରୀ ଦେବ କଳସ ନେଇ ପ୍ରକଟ ହୋଇଥିବାରୁ ଧନତେରସ୍ରେ ବାସନ କିଣିବା ବିଧି ରହିଛି। ଏହି ଦିନ କୌଣସି ବାସନ କ୍ରୟ କରିବା ଦ୍ୱାରା ଧନଜନ ୧୩ ଗୁଣ ବୃଦ୍ଧି ହୁଏ ବୋଲି ବିଶ୍ୱାସ ରହିଛି।
ସେହିପରି ରୂପାକୁ ଚନ୍ଦ୍ର ଦେବତାଙ୍କ ପ୍ରତୀକ ଭାବେ ବିଚାର କରାଯାଏ। ତେଣୁ ଚନ୍ଦ୍ରଙ୍କୁ ପ୍ରସନ୍ନ କରିବା ପୂର୍ବକ ଏହିଦିନ ରୂପା କିଣିବାର ବିଧାନ ରହିଛି।
Tags:




