Dhamnagar Bypoll Results
ଜିଲ୍ଲା  ଓଡ଼ିଶା 

ଧାମନଗର ଉପନିର୍ବାଚନରେ ବିଜୟ ହେଲେ ସୂର୍ଯ୍ୟବଂଶୀ ସୂରଜ, ବିଜେଡିଠାରୁ ୯,୮୮୧ ଭୋଟ ଅଧିକ

ଧାମନଗର ଉପନିର୍ବାଚନରେ ବିଜୟ ହେଲେ ସୂର୍ଯ୍ୟବଂଶୀ ସୂରଜ, ବିଜେଡିଠାରୁ ୯,୮୮୧ ଭୋଟ ଅଧିକ ଭଦ୍ରକ : ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ତଥା ଦିବଂଗତ ବିଧାୟକ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଜୟ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କଠାରୁ ସେ ଅଧିକ ୯ ହଜାର ୮୮୧ ଭୋଟ ଅଧିକା ପାଇ ସେ ଜୟଯୁକ୍ତ ହୋଇଛନ୍ତି । ସୂର୍ଯ୍ୟବଂଶୀ ମୋଟ୍‌ ୮୦ ହଜାର ୩୫୧ ଭୋଟ୍‌ ପାଇଥିଲେ । ସେହିପରି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ୭୦ ହଜାର ୪୭୦ ଭୋଟ୍‌ ପାଇଥିଲା […]
Read More...

Advertisement