dhakad
ମନୋରଞ୍ଜନ 

ଧାକଡ ଗର୍ଲ

ଧାକଡ ଗର୍ଲ ମୁମ୍ବାଇ: ସେପ୍‌ଷଟମ୍ବର ୬: ଖତରୋକି ଖିଲାଡି ସିଜିନ୍‌ ୧୧ର ଖେଳାଳୀମାନେ ସବୁବେଳେ ଟ୍ରେଣ୍ଡରେ ରହୁଛନ୍ତି । ସେମାନଙ୍କର ସାହସିକତାକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେଉଛି । ତେବେ ଏହି ଖେଳାଳିଙ୍କ ଭିତରେ ବାଜି ମାରିଛନ୍ତି ଅଭିନେତ୍ରୀ ଦିବ୍ୟଙ୍କା । ଦିବ୍ୟଙ୍କା ନିଜ ସାହସିକତା ଓ ବୁଦ୍ଧି ବଳରେ ଶୋର ଟିକେଟ୍‌ ଫିନାଲେ ଜିତି ଫାଇନାଲ ରାଉଣ୍ଡରେ ପହଞ୍ଚି ସାରିଛନ୍ତି । ଏହି ମୁକାବିଲାରେ ୪ଜଣ ପ୍ରତିଯୋଗୀ ନିଜ ନିଜ ଭିତରେ ଲଢିଥିଲେ । […]
Read More...

Advertisement