destroy food
ଜିଲ୍ଲା  ରାଜନୀତି  ଓଡ଼ିଶା 

ବିଧ।ୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତ।ପ ସ୍ୱାଇଁ

ବିଧ।ୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତ।ପ ସ୍ୱାଇଁ ଭୁବନେଶ୍ୱର: ଡିସେମ୍ବର ୦୮: ର।ଜ୍ୟରେ ମ।ପ ଓ ଓଜନରେ କେତୋଟି ଠକେଇ ଧର।ପଡିଥିବ। ଖବର ଦୁଇ ବର୍ଷ ଭିତରେ ହୋଇଛି ସେନେଇ ପ୍ରଶ୍ନ କରିଥିଲେ ବ।ଲିଗୁଡ। ବିଧ।ୟକ ଚକ୍ରମଣି କହଁର । ପନିପରିବ।ରେ ଭେଜ।ଲ, ପେଟ୍ରୋଲ ଟ।ଙ୍କିରେ ଠକେଇ, ଗୋଦ।ମରେ ଅପମିଶ୍ରଣରେ ର।ଜ୍ୟ ସରକ।ର କେତେ ଗୋଦ।ମ କ।ରଖ।ନ।ରେ ଚଢ।ଉ କରି ଠକ ଦଲ।ଲଙ୍କୁ ଧରିଛନ୍ତି ? ଏହାର ହିସାବ ମାଗିଥିଲେ ବିଧାୟକ। ଏ ନେଇ ବିଧ।ନସଭ।ରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତ।ପ ସ୍ବ।ଇଁ । […]
Read More...
ଜିଲ୍ଲା 

ଏନଫୋର୍ସମେଣ୍ଟ ସ୍କ୍ୱାଡ ଚଢ଼ାଉ : ୩୨ କେଜି ବାସି ଖାଦ୍ୟ ନଷ୍ଟ

ଏନଫୋର୍ସମେଣ୍ଟ ସ୍କ୍ୱାଡ ଚଢ଼ାଉ : ୩୨ କେଜି ବାସି ଖାଦ୍ୟ ନଷ୍ଟ ସୋନପୁର : ଗତକାଲି ଫୁଡ୍ସ ଏନେ®ାର୍ସମେଣ୍ଟ ସ୍କ୍ୱାଡ୍‌ ପକ୍ଷରୁ ସୋନପୁର ସହରର ବିଭିନ୍ନ ହୋଟେଲ, ଜଳଖିଆ ଦୋକାନ ଓ ରାସ୍ତାପାର୍ଶ୍ୱ ଠେଲା ଦୋକାନରେ ଚଉ କରାଯାଇଛି । ଖାଦ୍ୟ ନିରାପତ୍ତା, ସ୍ୱାସ୍ଥ୍ୟ ଓ ପୁଲିସ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଚଉ କରାଯାଇଥିଲା । ସହରର ବିଭିନ୍ନ ଅଞ୍ଚଳର ୨୫ଟି ରେଷ୍ଟୁରାଣ୍ଟ ଓ ଜଳଖିଆ ଦୋକାନର ଖାଦ୍ୟ ନମୁନା ଯାଞ୍ଚ କରାଯାଇଥିଲା । ଏହି ଟିମ ସେହି ସବୁ ରେଷ୍ଟୁରାଣ୍ଟର ୩୨ କେଜି ବାସି ଖାଦ୍ୟ […]
Read More...

Advertisement