destination address is not mandatory for train journey now
ଦେଶ- ବିଦେଶ 

ଟ୍ରେନ୍‌ ଟିକେଟ୍‌ ବୁକିଂରେ ଦେବାକୁ ପଡିବନି ଡେଷ୍ଟିନେସନ୍‌ ଆଡ୍ରେସ୍‌

ଟ୍ରେନ୍‌ ଟିକେଟ୍‌ ବୁକିଂରେ ଦେବାକୁ ପଡିବନି ଡେଷ୍ଟିନେସନ୍‌ ଆଡ୍ରେସ୍‌ ନୂଆଦିଲ୍ଲୀ: ଅପ୍ରେଲ ୧୫: ଟିକେଟ୍‌ ବୁକିଂକୁ ନେଇ ଖୁସି ଖବର । ଭାରତୀୟ ରେଳ ବିଭାଗର ଏକ ବଡ଼ ନିଷ୍ପତ୍ତି । ଏଣିକି ଟିକେଟ୍ ବୁକିଂ ସମୟରେ ଯାତ୍ରୀଙ୍କୁ ଆଉ ଦେବାକୁ ପଡିବନି ଡେଷ୍ଟିନେସନ୍ ଆଡ୍ରେସ୍ । ମହାମାରୀ କରୋନା ଯୋଗୁ ଆଇଆରସିଟିସି ୱେବ୍ସାଇଟ୍ ଓ ଆପ୍ରେ ଟିକେଟ୍ ବୁକିଂ ସମୟରେ ଡେଷ୍ଟିନେସନ୍ ଆଡ୍ରେସ୍ ବାଧ୍ୟତାମୂଳକ କରାଯାଇଥିଲା। ହେଲେ ଏବେ ଆଉ ତାହାକୁ ବାଧ୍ୟତାମୂଳକ କରାଯାଇନାହିଁ । ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। […]
Read More...

Advertisement