department of education
ଜିଲ୍ଲା 

ବିଶ୍ୱବିଦ୍ୟାଳୟରେ ଲାଗୁ ହେବ ଏକକ ପ୍ରବେଶିକା ପରୀକ୍ଷା

ବିଶ୍ୱବିଦ୍ୟାଳୟରେ ଲାଗୁ ହେବ ଏକକ ପ୍ରବେଶିକା ପରୀକ୍ଷା ଭୁବନେଶ୍ୱର: ଫେବୃଆରୀ ୧୮: ଏଣିକି ସମସ୍ତ ଗବେଷଣା ସମ୍ପର୍କିତ ପାଠ୍ୟକ୍ରମ ପାଇଁ ହେବ ଏକକ ପ୍ରବେଶିକା ପରୀକ୍ଷା । ଏମ୍ଫିଲ୍, ପିଏଚ୍ଡି, ଡିଲିଟ୍ ଭଳି ଗବେଷଣା ପାଠ୍ୟକ୍ରମ ମଧ୍ୟ ଏହି ନୂତନ ନିୟମ ଦ୍ୱାରା ପରିଚାଳିତ ହେବ । ଏହି ସବୁ ପାଇଁ ଗୋଟିଏ ସମୟରେ ନାମଲେଖା ହେବ । ପାଠ୍ୟକ୍ରମ ପାଇଁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟରେ ଏକକ ନୀତି ଲାଗୁ ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।ଏହି ସଂପର୍କରେ ଗତକାଲି […]
Read More...

Advertisement