Dengue is ravaging the capital
ଓଡ଼ିଶା 

ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ

ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ଅଣାୟତ୍ତ ହେଉଛି ଡେଙ୍ଗୁରୋଗ I ଲଗାଣ ବର୍ଷ ସାଙ୍ଗକୁ ନାଳ ନର୍ଦ୍ଦମା ସଫା ହେଉନଥିବାରୁ ସହରାଞ୍ଚଳ ସମେତ ବସ୍ତିରେ କାୟା ବିସ୍ତାର କରିଚାଲିଛି ଏଡିସ ମଶା । ସହରରେ ବିଭିନ୍ନ ଅଂଚଳରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । କଳ୍ପନା ଏରିଆ,ପଟିଆ, ଚନ୍ଦ୍ରଶେଖରପୁର, ନୟାପଲ୍ଲୀ, ସାଲିଆ ସାହିରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଶହେ ପାର କରିଛି । ଏହି ମାସ ସେପ୍ଟେମ୍ବରରେ କେବଳ ଏକ ହଜାର ଡେଙ୍ଗୁ ରୋଗୀ ଚିହ୍ନଟ […]
Read More...

Advertisement