dengue case in india
ଦେଶ- ବିଦେଶ 

ମଧ୍ୟପ୍ରଦେଶରେ ଡ଼େଙ୍ଗୁର ଭୟ

ମଧ୍ୟପ୍ରଦେଶରେ ଡ଼େଙ୍ଗୁର ଭୟ ଭୋପାଳ: ସେପ୍‌ଟେମ୍ବର ୭: ମଧ୍ୟପ୍ରଦେଶରେ କରୋନା ମହାମାରୀ ପରେ ଏବେ ଡେଙ୍ଗୁର ଭୟ ଦେଖାଯାଇଛି । ରାଜ୍ୟରେ ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ବିଶେଷ କରି ଭୋପାଳ, ଇନ୍ଦୋର, ଜବଲପୁର ଏବଂ ଗ୍ୱାଲିଅର ଭଳି ପ୍ରମୁଖ ସହରରେ ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଛି । ଘରୋଇ ଓ ସରକାରୀ ମେଡିକାଲରେ ଡ଼େଙ୍ଗୁ ରେଗୀଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ ନିର୍ମାଣ କରାଯାଇଛି । ସୋମବାର ଭୋପାଳରୁ ୧୨ ଜଣ, ଇନ୍ଦୋରରୁ ୮ ଜଣ […]
Read More...

Advertisement