Demonstrations outside White House
ବିଶ୍ବ 

ଜଳୁଛି ଆମେରିକା: ସ୍ଥିତି ନିୟନ୍ତ୍ରଣ ପାଇଁ ସେନା ଡାକିଲେ ଟ୍ରମ୍ପ

ଜଳୁଛି ଆମେରିକା: ସ୍ଥିତି ନିୟନ୍ତ୍ରଣ ପାଇଁ ସେନା ଡାକିଲେ ଟ୍ରମ୍ପ ୱାଶିଂଟନ: ଜୁନ ୦୩: ଆମେରିକା ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ ଦେଶରେ ମୁଣ୍ଡ ଟେକିଥିବା ଜାତିଆଣ ହିଂସାକାଣ୍ଡକୁ ଦମନ କରିବା ପାଇଁ ସେନାକୁ ଡାକିଛନ୍ତି ।ଏହି ସମସ୍ୟାର ଶୀଘ୍ର ସମାଧାନ ପାଇଁ ସାରା ଦେଶରେ ସେନା ନିୟୋଜନ ପାଇଁ ସେ ୧୮୦୭ ଆଇନ କାର୍ଯ୍ୟକାରୀ କରୁଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମୁଁ ରାଜଧାନୀ ୱାଶିଂଟନକୁ ସୁରକ୍ଷା ଦେବା ପାଇଁ ଏକ ର୍ନିଣ୍ଣାୟକ ପଦକ୍ଷେପ ନେଉଛି । ଏହି ବର୍ବର ଆକ୍ରମଣକୁ ରୋକିବା […]
Read More...

Advertisement