democracy worldwide
ଦେଶ- ବିଦେଶ 

ଆଇଡିଇଏ ବୋର୍ଡରେ ପରାମର୍ଶଦାତା ଭାବେ ଯୋଗଦେବେ ସୁନୀଲ ଆରୋରା

ଆଇଡିଇଏ ବୋର୍ଡରେ ପରାମର୍ଶଦାତା ଭାବେ ଯୋଗଦେବେ ସୁନୀଲ ଆରୋରା ଦିଲ୍ଲୀ: ଡିସେମ୍ବର ୦୮: ଭାରତର ପୂର୍ବ ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଆରୋରା ଅନ୍ତରାଷ୍ଟ୍ରୀୟ ଲୋକତନ୍ତ୍ର ଏବଂ ନିର୍ବାଚନ ସହାୟତା ସଂସ୍ଥାନ (ଆଇଡିଇଏ)ର ବୋର୍ଡରେ ପରାମର୍ଶଦାତା ଭାବେ ଯୋଗଦେବାକୁ ଆମନ୍ତ୍ରିତ କରାଯାଇଛି । ସୁନୀଲ ଆରୋରାଙ୍କର ଅନ୍ତରାଷ୍ଟ୍ରୀୟ ସଂସ୍ଥାନ କାର୍ଯ୍ୟରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେବାରେ ସମୃଦ୍ଧ ନେତୃତ୍ୱ ଅନୁଭବ, ଜ୍ଞାନ ଏବଂ କୌଶଳ ରହିଛି । ସଂସ୍ଥାନକୁ ୧୫ ସଦସ୍ୟ ବିଶିଷ୍ଟ ପରାମର୍ଶଦାତା ବୋର୍ଡ ଦ୍ୱାରା ସହାୟତା ପ୍ରଦାନ କରାଯାଇଥାଏ । ଯେଉଁଥିରେ ବିଭିନ୍ନ ପ୍ରକାରର ପୃଷ୍ଠଭୂମିରୁ […]
Read More...

Advertisement