Demands for identification of Rohingya and Bangladeshis
ଜିଲ୍ଲା 

ରୋହିଙ୍ଗିଆ ଓ ବାଂଲାଦେଶିମାନଙ୍କୁ ଚିହ୍ନଟ କରିବା ଦାବି ଜୋର ଧରିଲା

ରୋହିଙ୍ଗିଆ ଓ ବାଂଲାଦେଶିମାନଙ୍କୁ ଚିହ୍ନଟ କରିବା ଦାବି ଜୋର ଧରିଲା ଜୟପୁର : ରାଜ୍ୟରେ ବାଂଲାଦେଶିର ମୁସଲମାନ ଓ ରୋହିଙ୍ଗିଆ ଲୋକ ବଢ଼ିଥିବା ଦାବି ହେଉଛି । ସେମାନେ ନିଜ ଦେଶକୁ ଛାଡ଼ି ଓଡ଼ିଶାକୁ ଲୁଚିଛପି ଆସି ରହୁଥିବା ଅନେକ ସମୟରେ ନଜର ଆସୁଛି । ସେହି ରୋହିଙ୍ଗିଆ ଓ ବାଂଲାଦେଶି ମୁସଲମାନମାନଙ୍କୁ ଚିହ୍ନଟ କରିବା ଦାବି କରି ଗତକାଲି କୋରାପୁଟ ଜିଲ୍ଲା ହିନ୍ଦୁ ସମାଜ ଏକ ବିଶାଳ ସମାବେଶ କରିଥିଲା । ଉକ୍ତ ସମାବେଶ ସ୍ଥାନୀୟ ରାଜନଗର ଛକ ନିକଟରୁ ବାହାରି ଟ୍ରାଫିକ ଛକ ନିକଟରେ ପହଁଞ୍ଚିଥିଲା […]
Read More...

Advertisement