delta variant
ଓଡ଼ିଶା 

ବାଣ ଉପରେ ଲାଗିପାରେ ସମ୍ପୂର୍ଣ୍ଣ କଟକଣା

ବାଣ ଉପରେ ଲାଗିପାରେ ସମ୍ପୂର୍ଣ୍ଣ କଟକଣା ଭୁବନେଶ୍ୱର: ଅକ୍‌ଟୋବର ୨୫: ଦୀପାବଳିରେ ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗିପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସଙ୍କେତ ଦେଇଛନ୍ତି । ସେ କହିଛନ୍ତି, ବାଣ ଫୁଟିଲେ ଫୁସଫୁସ ଉପରେ କୁପ୍ରଭାବ ପଡ଼ୁଛି । ଏହା ସହ ସେ କହିଛନ୍ତି, ଆମେ ଏବେ ଏଣ୍ଡାମିକ୍‌ ସ୍ଥିତିରେ ରହିଛୁ । ଭୁବନେଶ୍ୱରରେ କରୋନା ସଂକ୍ରମଣ ଗ୍ରାଫ୍‌ ତଳ ଉପର ହୋଇ ପ୍ଲାଟୋ ଷ୍ଟେଜରେ ରହିଛି । ଟ୍ରାନ୍ସମିସନ ଭଳି ପରିବେଶ ସୃଷ୍ଟି ନକରିବା ପାଇଁ […]
Read More...
ଓଡ଼ିଶା 

କରୋନା ଟିକା ଫଳପ୍ରଦ ହେଉଛି, ରାଜ୍ୟରେ ଗୁରୁତର ହୋଇନପାରେ ତୃତୀୟ ଲହର

କରୋନା ଟିକା ଫଳପ୍ରଦ ହେଉଛି, ରାଜ୍ୟରେ ଗୁରୁତର ହୋଇନପାରେ ତୃତୀୟ ଲହର ଭୁବନେଶ୍ୱର: ଅଗଷ୍ଟ ୩: ଟିକାକରଣ ଫଳରେ ରାଜ୍ୟବାସୀଙ୍କ ଶରୀରରେ ଆଣ୍ଟିବଡି ବିକଶିତ ହୋଇଛି । ଯାହା ଫଳର କୋଭିଡ ଭୂତାଣୁ ଦୁର୍ବଳ ହେବାରେ ଲାଗିଛି । ଓଡ଼ିଶାରେ ଅନେକ ପ୍ରକାର ସଂକ୍ରମଣ ସତ୍ତେ୍ୱ ଡେଲଟା ଭାରିଆଣ୍ଟର ପ୍ରଭାବ କମିପାରେ । ଚଳିତ ମାସ ଅଗଷ୍ଟରେ ଦେଶକୁ କରୋନାର ତୃତୀୟ ଲହର ଆସିପାରେ । ଯଦିଓ ଆଗାମୀ ସେପେଫମ୍ବର-ଅକେଫାବର ମାସରେ ଦେଶରେ କରୋନ ତୃତୀୟ ଲହର ଶିଖରରେ ପହଞ୍ଚିପାରେ ବୋଲି ମେଡିକାଲ୍‌ ଏଜୁକେସନ୍‌ ଆଣ୍ଡ ଟ୍ରେନିଂର ନିର୍ଦ୍ଦେଶକ ଡା. […]
Read More...

Advertisement