Delhi social welfare minister Rajendra Pal Gautam resigns
ରାଜନୀତି  ଦେଶ- ବିଦେଶ 

ବିବାଦୀୟ ବୟାନ ଦେଇଥିବା ଦିଲ୍ଲୀ ମନ୍ତ୍ରୀ ରାଜେନ୍ଦ୍ର ପାଲଙ୍କ ଇସ୍ତଫା

ବିବାଦୀୟ ବୟାନ ଦେଇଥିବା ଦିଲ୍ଲୀ ମନ୍ତ୍ରୀ ରାଜେନ୍ଦ୍ର ପାଲଙ୍କ ଇସ୍ତଫା ନୂଆଦିଲ୍ଲୀ: ହିନ୍ଦୁ ଦେବାଦେବୀଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବା ଦିଲ୍ଲୀ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ଆଜି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ରାଜେନ୍ଦ୍ର ପାଲ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଇଛନ୍ତି । ସେ ଟୁଇଟ୍‌ କରି କହିଛନ୍ତି, ଆଜି ମୁଁ ଅନେକ ବନ୍ଧନରୁ ମୁକ୍ତ ହୋଇଛି ଏବଂ ଆଜି ମୋର ପୁନର୍ଜନ୍ମ ହୋଇଛି । ବର୍ତ୍ତମାନ ମୁଁ ସମାଜରେ ହେଉଥିବା ଅତ୍ୟାଚାର ଏବଂ ଅଧିକାର ପାଇଁ ସଂଗ୍ରାମ ବିନା […]
Read More...

Advertisement