Delhi's air quality
ଦେଶ- ବିଦେଶ 

ଦିଲ୍ଲୀରେ ହେବ ଲକଡାଉନ୍‌

ଦିଲ୍ଲୀରେ ହେବ ଲକଡାଉନ୍‌ ଦିଲ୍ଲୀ: ନଭେମ୍ବର ୧୫: ଦିଲ୍ଲୀର ବାୟୁ ଧୀରେ ଧୀରେ ପ୍ରଦୂଷିତ ହୋଇ ବିପଦ ଆଡ଼କୁ ମୁହାଁଇଲାଣି । ସକାଳୁ ସକାଳୁ ଘରୁ ବାହରିଲେ ନିଶ୍ୱାସ ନେବାକୁ କଷ୍ଟ ହେଉଛି । ଏହିପରି କି ଦିଲ୍ଲୀ ଲୋକ ଘରେ ଘରେ ମାସ୍କ ପିନ୍ଧି ବୁଲୁଛନ୍ତି । ଏହାର ସିଧାସଳଖ ପ୍ରଭାବ ସ୍ୱାସ୍ଥ୍ୟ ଓ ଜୀବିକା ଉପରେ ପଡ଼ୁଛି । ଏଣୁ ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର ସମ୍ପୂର୍ଣ୍ଣ ଲକଡାଉନ୍‌ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ଏନେଇ ଆଜି ରାଜଧାନୀ […]
Read More...

Advertisement