Delhi Police arrest Terrorist
ଦେଶ- ବିଦେଶ  ଅପରାଧ 

ଦିଲ୍ଲୀ ପୋଲିସ ଦ୍ୱାରା ଜଣେ ISIS ଆତଙ୍କବାଦୀ ଗିରଫ

ଦିଲ୍ଲୀ ପୋଲିସ ଦ୍ୱାରା ଜଣେ ISIS  ଆତଙ୍କବାଦୀ ଗିରଫ ନୂଆଦିଲ୍ଲୀ: ଅଗଷ୍ଟ ୨୨: ଦିଲ୍ଲୀ ପୋଲିସ ର ସ୍ପେସିଆଲ ସେଲ ଜଣେ ISIS ଆତଙ୍କବାଦୀକୁ ଗିରଫ କରିଛି I ଗିରଫ ଏହି ଆତଙ୍କବାଦୀ ର ନାଁ ୟୁସୁଫ ବୋଲି ଜଣାପଡିଛି I ଏହି ଆତଙ୍କବାଦୀ କୁ ଶନିବାର ସକାଳୁ ପଚରାଉଚୁରା କରୁଛି ପୋଲିସ I ଶୁକ୍ରବାର ରାତି ରେ ହୋଇଥିବା ଗୁଳି ବିନିମୟରେ ଦିଲ୍ଲୀ ପୁଲିସ୍‌ ଆଇଏସ୍‌ଆଇଏସ୍‌ର ଏକ ଆତଙ୍କବାଦୀକୁ ଗିରଫ କରିଥିଲେ ଏବଂ ତା ଠାରୁ କିଛି କିଛି ଅସ୍ତ୍ରଶସ୍ତ୍ର  ଜବତ କରାଯାଇଛି I ଦିଲ୍ଲୀର […]
Read More...

Advertisement