deepika padukone
ମନୋରଞ୍ଜନ 

ମଲ୍ଲିକାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁଣି ଚର୍ଚ୍ଚା

ମଲ୍ଲିକାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁଣି ଚର୍ଚ୍ଚା ମୁମ୍ବାଇ: ଜୁଲାଇ ୧୪: ବଲିଉଡର ସବୁଠାରୁ ବୋଲï ଅଭିନେତ୍ରୀ ମଲ୍ଲିକା ଶେରାୱତ ପୁଣି ଥରେ ପରଦାକୁ ଫେରିବାକୁ ଯାଉଛନ୍ତି । ବର୍ତ୍ତମାନ ତାଙ୍କୁ ଫିଲ୍ମ ଆର.କେରେ ଦେଖିବାକୁ ମିଳିବ । ଫିଲ୍ମର ପ୍ରମୋସନ ସମୟରେ ମଲ୍ଲିକା ୨୦୦୪ରେ ଆସିଥିବା ତାଙ୍କ ଫିଲ୍ମ ମର୍ଡରକୁ ଦୀପିକା ପାଦୁକୋନଙ୍କ ଫିଲ୍ମ ଗେହରାଇୟାଁ ସହ ତୁଳନା କରିଛନ୍ତି । ସେ କହିଥିଲେ ଏସବୁ ୧୫ ବର୍ଷ ପୂର୍ବେ କରିଛନ୍ତି ଯାହା ଦୀପିକା ବର୍ତ୍ତମାନ କରୁଛନ୍ତି । ସାକ୍ଷାତକାରରେ ମଲ୍ଲିକା କହିଛନ୍ତି, ଲୋକମାନେ […]
Read More...
ମନୋରଞ୍ଜନ 

୧୧୯ କୋଟିରେ ଦୀପିକାଙ୍କ ପାଇଁ ରଣବିର୍‌ କିଣିଲେ ଆପାର୍ଟମେଣ୍ଟ

୧୧୯ କୋଟିରେ ଦୀପିକାଙ୍କ ପାଇଁ ରଣବିର୍‌ କିଣିଲେ ଆପାର୍ଟମେଣ୍ଟ ମୁମ୍ବାଇ:ଜୁଲାଇ ୧୧: ରଣବୀର ସିଂ ଏବଂ ଦୀପିକା ପାଦୁକୋନ ବଲିଉଡର ସବୁଠୁ ଲୋକପ୍ରିୟ ଯୋଡି । ଅଧିକାଂଶ ବଲିଉଡ ସେଲିବ୍ରେଟିଙ୍କ ପରି ସେମାନେ ମଧ୍ୟ ବିଳାସପୂର୍ଣ୍ଣ ଲାଇଫ୍‌ ଷ୍ଟାଇଲ୍‌ ବିତାନ୍ତି । ତେବେ ଏହି ଦମ୍ପତି ମୁମ୍ବାଇର ବାନ୍ଦ୍ରାଠାରେ ଅବସ୍ଥିତ ଏକ ସୁନ୍ଦର ରେଜିଡେନ୍‌ଶିଆଲ୍‌ ଟାୱାର ସାଗର ରେଶମ୍‌ରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି । ରିପୋର୍ଟ ଅନୁଯାୟୀ, ଅଭିନେତା ଏହି ଘରକୁ ୧୧୯ କୋଟିରେ କିଣିଛନ୍ତି । ଏହି ଘର ଦେଶର ଅନ୍ୟ ଆପାର୍ଟମେଣ୍ଟ ତୁଳନାରେ […]
Read More...
ମନୋରଞ୍ଜନ 

ପୁଣି ଏକାଠି ନଜର ଆସିବେ ଶାହାରୁଖ୍‌ ଦୀପିକା

ପୁଣି ଏକାଠି ନଜର ଆସିବେ ଶାହାରୁଖ୍‌ ଦୀପିକା ନୂଆଦିଲ୍ଲୀ: ଜୁନ ୨୩: ଦୀପିକା ପାଦୁକୋନ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି । ଏହା ପୂର୍ବରୁ ଶାହାରୁଖ ଓ ଦୀପିକା ଏକା ସହିତ ଓମ ଶାନ୍ତି ଓମରୁ ବହୁ ପ୍ରଶଂସା ସାଉଁଟିଥିଲେ । ଏବେ ପୁଣି ଥରେ ଦୀପିକା ପାଦୁକୋନ ଏବଂ ଶାହାରୁଖ ଖାନ ବଡ଼ ପରଦାରେ ଧମାଲ କରିବାକୁ ପ୍ରସ୍ତୁତ ଅଛନ୍ତି । ତେବେ ଫିଲ୍ମ ପଠାନ ପୂର୍ବରୁ କୁହାଯାଉଛି କି ଦୀପିକାଙ୍କୁ ଶାହରୁଖ ଖାନ ଏବଂ ନୟନତାରାଙ୍କ ସହ ଜୱାନରେ ମଧ୍ୟ ଦେଖିବାକୁ ମିଳିବ […]
Read More...
ମନୋରଞ୍ଜନ  ଦେଶ- ବିଦେଶ 

ପୁଣି ଟାଇମ୍‌ ମାଗାଜିନ୍‌ର ‘୧୦୦ ଇମ୍ପାକ୍‌ଟ ପପୁଲାର୍‌’ ତାଲିକାରେ ଦୀପିକାଙ୍କ ନାମ

ପୁଣି ଟାଇମ୍‌ ମାଗାଜିନ୍‌ର ‘୧୦୦ ଇମ୍ପାକ୍‌ଟ ପପୁଲାର୍‌’ ତାଲିକାରେ ଦୀପିକାଙ୍କ ନାମ ଦିଲ୍ଲୀ:ଏପ୍ରିଲ ୦୨: ନିଜର ଦମ୍‌ଦାର ଅଭିନୟ ଓ ବଳିଷ୍ଠ ବ୍ୟକ୍ତିତ୍ୱ ପାଇଁ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିଜର ଅଭିନୟ ଓ ପ୍ରଶଂସଙ୍କ ପାଖରେ ଲୋକପ୍ରିୟତା ଯୋଗୁଁ ସେ ବଲିଉଡ୍‌ରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀମାନଙ୍କ ମଧ୍ୟରେ ଏକ ନମ୍ବରରେ ରହିଛନ୍ତି । ବର୍ତ୍ତମାନ ଟାଇମ୍‌ ମାଗାଜିନର ‘୧୦୦ ଇମ୍ପାକ୍‌ଟ ଆୱାର୍ଡର ପପୁଲାର୍‌ ଲିଷ୍ଟ’ ୨୦୨୨ରେ ତାଙ୍କ ନାମ ସାମିଲ ହୋଇଛି । ପ୍ରଥମ ଭାରତୀୟ ସେଲିବ୍ରିଟି ଭାବେ ତାଙ୍କ ନାମ ଏହି […]
Read More...
ମନୋରଞ୍ଜନ 

ଆସୁଛି କ୍ରିସ୍‌-୪

ଆସୁଛି କ୍ରିସ୍‌-୪ ମୁମ୍ବାଇ: ମାର୍ଚ୍ଚ ୧୪: ବଲିଉଡ୍ର ଆକ୍ସନ୍ ଷ୍ଟାର ହ୍ରିତିକ ରୋଶନ ଏବେ ନିଜ ଅପ୍କମିଂ ଫିଲ୍ମ ବିକ୍ରମ ବେଧାର ସୁଟିଂକୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି। ସେପଟେ ବାପା ରାକେଶ ରୋଶନ କ୍ରିସ୍-୪କୁ ନେଇ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରି ଦେଲେଣି। ରିପୋର୍ଟ ମୁତାବକ, ଏବେ ରାକେଶ ରୋଶନ ଫିଲ୍ମର କାଷ୍ଟିଂ ଠାରୁ ଆରମ୍ଭ କରି ସବୁ ଜିନିଷ ଉପରେ କାମ ଆରମ୍ଭ କରିଛନ୍ତି। ଜୁନ୍ରୁ ଏହି ଫିଲ୍ମର ସୁଟିଂ କାମ ଆରମ୍ଭ ହୋଇଯିବ। କିନ୍ତୁ ଏହି […]
Read More...
ମନୋରଞ୍ଜନ 

ଗ୍ଲୋବାଲ ଲାଇଫଷ୍ଟାଇଲ୍‌ ବ୍ରାଣ୍ଡ ଲଞ୍ଚ କରିବେ ଦୀପିକା

ଗ୍ଲୋବାଲ ଲାଇଫଷ୍ଟାଇଲ୍‌ ବ୍ରାଣ୍ଡ ଲଞ୍ଚ କରିବେ ଦୀପିକା ମୁମ୍ବାଇ: ସେପ୍‌ଟେମ୍ବର ୯: ଅଭିନୟ ସହିତ ବଲିଉଡ ତଥା ହଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଅନେକ ବ୍ୟବସାୟ ପରିଚାଳନା କରିଥାନ୍ତି । ଏହିପରି କି ସେ ଅନେକ ଦେଶୀ ଓ ବିଦେଶୀର ଫ୍ୟାଶନ ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସାଡର ମଧ୍ୟ ରହିସାରିଛନ୍ତି । ତେବେ ସେ ଭାରତର ଫ୍ୟାସନକୁ ବିଶ୍ୱ ସ୍ତରରେ ଜଣାଇବା ସକାଶେ ଏକ ଗ୍ଲୋବାଲ ଲାଇଫଷ୍ଟାଇଲ୍‌ ବ୍ରାଣ୍ଡ ଲଞ୍ଚ କରିବାକୁ ଯାଉଛନ୍ତି । ଯାହାର ମୂଳ ସ୍ରୋତ ଭାରତରେ ରହିବ ବୋଲି ସେ ସୂଚନା ଦେଇଛନ୍ତି […]
Read More...

Advertisement