Deepavali News
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଯୁବାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ଭେଟି: ୭୫ ହଜାର ଯୁବାଙ୍କୁ ଦେବେ ନିଯୁକ୍ତି
Published On
By Samaya Live
ଦିଲ୍ଲୀ: ଚଳିତ ବର୍ଷ ଦୀପାବଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବାମାନଙ୍କୁî ଭେଟି ଦେବେ । ଦେଶର ୭୫,୦୦୦ ଯୁବାମାନଙ୍କୁ ପ୍ରଧାନମନ୍ତ୍ରୀ ନିଯକ୍ତିର ସୁଯୋଗ ଦେବେ । ଏଥିପାଇଁ ଦୀପାବଳିର ଦୁଇ ଦିନ ଆଗରୁ ଅର୍ଥାତ୍ ଆସନ୍ତା ଶନିବାର ଦିନ ଏଥିପାଇଁ ଭିଡିଓ କନ୍ଫରେନ୍ସି ଜରିଆରେ ପ୍ରଧାନମନ୍ତ୍ରୀ ଯୁବବର୍ଗଙ୍କ ସହିତ ଭାବ ବିନିମୟ କରିବେ । ଏହି ଅବସରରେ କେତେକ ମନ୍ତ୍ରାଳୟ ଓ ସରକାରୀ ବିଭାଗରେ ୭୫,୦୦୦ ଯୁବାଙ୍କୁ ଚାକିରି ନିମନ୍ତେ ନିଯୁକ୍ତି-ପତ୍ର ପ୍ରଦାନ କରାଯିବ । ଏହି […]
ବାଣ ଉତ୍ପାଦନରେ ଭାରତ ସ୍ଥାନ ଦ୍ୱିତୀୟ
Published On
By Samaya Live
ଦିଲ୍ଲୀ: ସମଗ୍ର ବିଶ୍ୱରେ ବାଣ ଉତ୍ପାଦନରେ ଚୀନ୍ ପ୍ରଥମ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ତାମିଲନାଡୁର ସିଭାକାଶୀ ଅଗ୍ନି ନିର୍ବାପକ ଉତ୍ପାଦନର ଗଡ଼ ଭାବରେ ପରିଚିତ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ମୋଗଲମାନଙ୍କ ସମୟରୁ ଆମ ଦେଶରେ ବାଣ ଫୁଟାଯାଉଛି । ମୋଗଲ ଯୁଗରେ କୌଣସି ଉତ୍ସବ ସମାରୋହରେ ଆତସବାଜି ବା ବାଣ ବ୍ୟବହାର କରାଯାଉଥିଲା । ପରେ ଭାରତକୁ ଗନ୍ ପାଉଡର ଭାରତକୁ ଆସିବାରୁ ଏହାକୁ ବାଣ ବା […]
ଦୀପାବଳି ଦିନ ସୂର୍ଯେ୍ୟାପରାଗ, ଜାଣନ୍ତୁ କେତେବେଳେ ପାକତ୍ୟାଗ
Published On
By Samaya Live
ଏବର୍ଷ ଦୀପାବଳି ଦିନ କେତୁଗ୍ରସ୍ତ ଖଣ୍ଡ ଗ୍ରାସ ସୂର୍ଯେ୍ୟାପରାଗ ପଡ଼ୁଛି । ଏହି ସମୟରେ ପାକତ୍ୟାଗ ଓ ଦେବ ନୀତି ନିଷେଧ ରହିଛି । ସେଦିନ ଗ୍ରହଣ ସ୍ପର୍ଶ ଅପରାହ୍ନ ୪ଟା ୫୬ ମିନିଟ୍ ୫୨ ସେକଣ୍ଡରେ ରହିଛି ଓ ସର୍ବମୋକ୍ଷ ହେବ ସନ୍ଧ୍ୟା ୬ଟା ୨୬ ମିନିଟ୍ ୫୨ସେକେଣ୍ଡରେ ରହିଛି । ଏହି କାଣରୁ ଦୀପାବଳି ଅମାବାସ୍ୟା ବିଧିରେ ବାଧା ସୃଷ୍ଟି ହେବ । ଅନ୍ୟପକ୍ଷରେ, ଓଡ଼ିଶା ଶ୍ରୀମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ସଅଳ କରିବାକୁ ନିଷ୍ପତ୍ତି […]
ରେଳ କର୍ମଚାରୀଙ୍କୁ ଦୀପାବଳୀ ଭେଟି,୭୮ଦିନର ବେତନ ସହ ସମାନ ପିଏଲବ
Published On
By Samaya Live
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରେଳ କର୍ମଚାରୀଙ୍କୁ ୭୮ ଦିନର ବେତନ ସହ ସମାନ ଉତ୍ପାଦକତା ଆଧାରିତ ବୋନସ ପ୍ରଦାନ କରିବା ପ୍ରସ୍ତାବକୁ ପିଛିଲା ଭାବେ ମଞ୍ଜୁର କରାଯାଇଛି । ପ୍ରତିବର୍ଷ ଦଶହରା/ପୂଜା ଛୁଟି ପୂର୍ବରୁ ଯୋଗ୍ୟ ରେଳ କର୍ମଚାରୀମାନଙ୍କୁ ଉତ୍ପାଦକତା ଆଧାରିତ ବୋନସ (ପିଏଲବି) ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ, ୧୧.୨୭ ଲକ୍ଷ ଅଣ-ଗେଜେଟେଡ ରେଳ କର୍ମଚାରୀଙ୍କୁ ୭୮ଦିନର ବେତନ […]
ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀ କିସାନ ନିଧି କିସ୍ତି, କୃଷକଙ୍କ ଖାତାରେ ପଠାଯିବ ୨୦ ହଜାର କୋଟି ଟଙ୍କା
Published On
By Samaya Live
ନୂଆଦିଲ୍ଲୀ : ଦୀପାବଳି ପୂର୍ବରୁ କୃଷକଙ୍କୁ ପିଏମ୍ କିସାନ ସମ୍ମାନ ନିଧିର ୧୨ ତମ କିସ୍ତି ମିଳିବା ନେଇ ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ଅକ୍ଟୋବରରେ ପୁସା ସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନରେ ଆୟୋଜିତ ସମାରୋହରେ ଏହି କିସ୍ତି ଜାରି କରିବେ । ପ୍ରଧାନମନ୍ତ୍ରୀ ଦୁଇ ଦିବସୀୟ ରାଷ୍ଟ୍ରୀୟ ଏଗ୍ରୀ ଷ୍ଟାର୍ଟଅପ୍ କନକ୍ଲେଭ ଓ କୃଷକ ସମ୍ମିଳନୀ ଉଦ୍ଘାଟନ କରିବା ପରେ ଦେଶର କୃଷକଙ୍କୁ ସମ୍ବୋଧିତ କରିବେ । ସମ୍ମିଳନୀକୁ ସାରା […]

