Deepa Sahu
ଓଡ଼ିଶା 

ଚାଲିଗଲେ ଆଲବମ କୁଇନ୍‌ ଦୀପା

ଚାଲିଗଲେ ଆଲବମ କୁଇନ୍‌ ଦୀପା ଭୁବନେଶ୍ୱର : ଜୁଲାଇ ୨୭:ଚାଲିଗଲେ ଆଲବମ୍‌ କୁଇନ୍‌ ଦୀପା ସାହୁ । ୪୦ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଜରାୟୁ କର୍କଟରେ ପୀଡିତ ଥିବା ଦୀପା ଦୀର୍ଘଦିନ ହେବ ଚିକିତ୍ସାଧୀନ ଥିଲେ । ଦୀପାଙ୍କ ପରଲୋକରେ ଓଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛ । ଅନେକ ଗୁଡିଏ ହିଟ୍‌ ଆଲବମରେ ଅଭିନୟ କରି ଦୀପା ଓଡ଼ିଶା ଆଲବମ ଜଗତରେ ହଲଚଲ ସୃଷ୍ଟି କରିଥିଲେ । ହାଏ […]
Read More...

Advertisement