deep grece ekka
ଖେଳ  ଓଡ଼ିଶା 

ଟୋକିଓ ଅଲମ୍ପିକ୍ସରେ ୫ ଜଣ ଓଡ଼ିଆ ପ୍ରତିଯୋଗୀ

ଟୋକିଓ ଅଲମ୍ପିକ୍ସରେ ୫ ଜଣ ଓଡ଼ିଆ ପ୍ରତିଯୋଗୀ ଭୁବନେଶ୍ୱର: ଜୁଲାଇ ୨୩: ଆଜିଠାରୁ ଜାପାନର ରାଜଧାନୀ ଟୋକିଓରେ ଜଳିଛି ଅଲମ୍ପିକ୍ସ ମଶାଲ । କରୋନା ବଢ଼ିବା ଆଶଙ୍କାକୁ ନେଇ ଜାପାନବାସୀଙ୍କ ବିରୋଧ ସତ୍ତେ୍ୱ ଅଲମ୍ପିକ୍ସ ଖେଳ ଉଦ୍‌ଘାଟନ ଉସିବ ମହାଆଡ଼ମ୍ବରରେ ଆରମ୍ଭ ହୋଇଛି । ଉଦ୍‌ଘାଟନୀ ଉସିବ ଜାପାନ ନାସନାଲ୍‌ ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଛି । ଏହି ଅଲମ୍ପିକ୍ସ ମହାସମର ଆଗାମୀ ଅଗଷ୍ଟ ୮ ତାରିଖ ଯାଏଁ ଏହା ଚାଲିବ । ଓଡ଼ିଶାରୁ ୫ଜଣ ପ୍ରତିଯୋଗୀ ପ୍ରତିଯୋଗିତାରେ ସାମିଲ ହେବେ । ସେହ ପ୍ରତିଯୋଗୀମାନେ ହେଉଛନ୍ତି, […]
Read More...

Advertisement