Death of covid patients in odisha
ଓଡ଼ିଶା 

ଓଡ଼ିଶାରେ ୫ କରୋନା ଆକ୍ରାନ୍ତ ମୃତ; ମୋଟ ମୃତ୍ୟୁ ସଂଖ୍ୟା ୯୧ କୁ ବୃଦ୍ଧି

ଓଡ଼ିଶାରେ ୫ କରୋନା ଆକ୍ରାନ୍ତ ମୃତ; ମୋଟ ମୃତ୍ୟୁ ସଂଖ୍ୟା ୯୧ କୁ ବୃଦ୍ଧି ଭୁବନେଶ୍ୱର: ଜୁଲାଇ ୧୯ : ଓଡ଼ିଶାରେ ୨୪ ଘଂଟାରେ ୫ ଜଣ କରୋନା ଆକ୍ରାନ୍ତଂକର ମୃତ୍ୟୁ ଘଟିଛି I ଏହାକୁ ମିଶାଇ, ମୋଟ ମୃତ୍ୟୁ ସଂଖ୍ୟା ୯୧ ରେ ପହଂଚିଛି I ମୃତ୍ୟୁବରଣ କରିଥିବା ୫ ଜଣ ଙ୍କ ମଧ୍ୟରେ, ୩ ଜଣ ଗଂଜାମ ଜିଲ୍ଲାର ହେଇଥିବା ବେଳେ, ଜଣେ ଜଗତସିଂହପୁର ଏବଂ ଆଉ ଜଣେ ସୁନ୍ଦରଗଡ ଜିଲ୍ଲାର ଅଟନ୍ତି I ଗଂଜାମ ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତି ମାନଙ୍କ ବୟଷ ଯଥାକ୍ରମେ ୭୦, ୪୪ ଏବଂ […]
Read More...

Advertisement