Dam Babu on Finance Package
ରାଜନୀତି  ଓଡ଼ିଶା 

ପ୍ୟାକେଜ୍‌କୁ ନେଇ ମୁହଁ ଖୋଲିଲେ ଦାମ; ଆକାଶ କୟାଁ ଚିଲିକା ମାଛ, ମନକୁ ସୁଆଦ ପାଟିକୁ ମିଛ

ପ୍ୟାକେଜ୍‌କୁ ନେଇ ମୁହଁ ଖୋଲିଲେ ଦାମ; ଆକାଶ କୟାଁ ଚିଲିକା ମାଛ, ମନକୁ ସୁଆଦ ପାଟିକୁ ମିଛ Edited by Papu Mohanty ଭୁବନେଶ୍ୱର : May 16: ମୋଦିଙ୍କ ୨୦ ଲକ୍ଷ କୋଟିର ପ୍ୟାକେଜ୍‌ ଘୋଷଣାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଥିଲାବେଲେ ରାଜ୍ୟର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ କଟାକ୍ଷ କରିଛନ୍ତି । ଦୀର୍ଘଦିନର ନୀରବତା ପରେ ଏନେଇ ଦାମ ବାକୁ ଫେସ୍‌ବୁକ୍‌ରେ ପୋଷ୍ଟ କରିଛନ୍ତି । ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ର ସରକାର ଯେଉଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି […]
Read More...

Advertisement