daitari panda cheat case
ମନୋରଞ୍ଜନ  ଅପରାଧ 

ଅଗ୍ରୀମ ୧୫ ଲକ୍ଷ ନେଇ ଏବେ ଆଖଡାକୁ ଆସୁନାହାନ୍ତି ଦୈତାରୀ ପଣ୍ଡା

ଅଗ୍ରୀମ ୧୫ ଲକ୍ଷ ନେଇ ଏବେ ଆଖଡାକୁ ଆସୁନାହାନ୍ତି ଦୈତାରୀ ପଣ୍ଡା ଭୁବନେଶ୍ୱର: ଜୁଲାଇ ୦୭: ପୁଣି ବିବାଦରେ ଦୈତାରୀ ପଣ୍ଡା । ଯାତ୍ରା ଜଗତର ଲୋକପ୍ରିୟ ଖଳନାୟକ ଦୈତାରୀ ପଣ୍ଡାଙ୍କ ନାଁରେ ପୁଣି ଆସିଲା ଅଭିଯୋଗ । ଟଙ୍କା ନେଇ କାମ କରୁନଥିବା ଭଳି ଅଭିଯୋଗ ଆସିଛି ଦୈତାରୀ ପଣ୍ଡାଙ୍କ ନାଁରେ । ଅଭିଯୋଗ ଅନୁଯାୟୀ ପାର୍ବତୀ ଗଣନାଟ୍ୟଠାରୁ ଅଗ୍ରୀମ ୧୫ ଲକ୍ଷ ଟଙ୍କା ନେଇଛନ୍ତି ଦୈତାରୀ । ହେଲେ ଯାତ୍ରା ପାର୍ଟିରେ ଯୋଗ ଦେଉନାହାନ୍ତି । ଏନେଇ ଥାନାରେ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି […]
Read More...

Advertisement