cyclonic circulation
ଓଡ଼ିଶା  ପାଣିପାଗ 

ଆସନ୍ତା କାଲି ସୁଦ୍ଧା ବାତ୍ୟା ସମ୍ଭାବନା: ୧୮ ଜିଲ୍ଲାପାଳଙ୍କୁ ବାତ୍ୟା ନେଇ ସତର୍କ ଚିଠି ଦେଲେ ସ୍ୱତନ୍ତ୍ର ରିଲିଫ୍‌ କମିସନର

ଆସନ୍ତା କାଲି ସୁଦ୍ଧା ବାତ୍ୟା ସମ୍ଭାବନା: ୧୮ ଜିଲ୍ଲାପାଳଙ୍କୁ ବାତ୍ୟା ନେଇ ସତର୍କ ଚିଠି ଦେଲେ ସ୍ୱତନ୍ତ୍ର ରିଲିଫ୍‌ କମିସନର ଭୁବନେଶ୍ୱର: ମେ ୦୫: ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟରେ କେତୋଟି ଜିଲ୍ଲାମାନଙ୍କରେ ବାତ୍ୟା ହେବାର ସମ୍ଭାବନା ରିହଛି । ଏଣୁ ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍‌ କମିସନର୍‌ ପ୍ରଦୀପ ଜେନା ୧୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ବାତ୍ୟାର ସମ୍ପର୍କରେ ସତର୍କ କରାଇବା ସହିତ ଲୋକଙ୍କ ସୁରକ୍ଷା ଓ ରିଲିଫ୍‌ ଖାଦ୍ୟର ବଣ୍ଟନ ବିଷୟରେ କୁହାଯାଇଛି । ସେହି ୧୮ଟି ଜିଲ୍ଲାଗୁଡ଼ିକ ହେଲା- ଖୋର୍ଦ୍ଧା, କଟକ, ପୁରୀ, ଗଞ୍ଜାମ, […]
Read More...
ଓଡ଼ିଶା 

ଆଣ୍ଡାମାନରେ ସ୍ଥିର ରହିଛି ଘୂର୍ଣ୍ଣିବଳୟ: ୧୩ରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା

ଆଣ୍ଡାମାନରେ ସ୍ଥିର ରହିଛି ଘୂର୍ଣ୍ଣିବଳୟ: ୧୩ରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଭୁବନେଶ୍ୱର: ଅକ୍‌ଟୋବର ୧୧: ଆଣ୍ଡାମାନ ସାଗର ଉପରେ ଘୂର୍ଣ୍ଣିବଳୟ ସ୍ଥିର ରହିଛି । ଘର୍ଣ୍ଣିବଳୟ ସମାନ ସ୍ଥାନରେ ସ୍ଥିର ରହିଥିବାରୁ ଲଘୁଚାପ ସୃଷ୍ଟିରେ ବିଳମ୍ବ ହେଉଛି । ତେବେ ୧୩ ଆଡକୁ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ତରଫୁ ସୂଚନା ମିଳିଛି । ଲଘୁଚାପ ସୃଷ୍ଟି ପରେ କ୍ରମେ ତାହା ପଶ୍ଚିମ ଉତ୍ତରମୁହାଁ […]
Read More...
ଓଡ଼ିଶା 

ରାଜ୍ୟରେ ଦୁଇ ଦିନ ପ୍ରବଳ ବର୍ଷିବ

ରାଜ୍ୟରେ ଦୁଇ ଦିନ ପ୍ରବଳ ବର୍ଷିବ ଭୁବନେଶ୍ୱର: ଅଗଷ୍ଟ ୨୭: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣି ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇ ଆଗାମୀ ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ସୂଚନା ଦେଇଛି । ତେବେ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ଦୁଇ ଦିନ ପୂର୍ବରୁ ଏହି ଲଘୁଚାପ ସମ୍ପର୍କରେ ପୂର୍ବ ସୂଚନା ଦେଇସାରିଥିଲା । ଆଇଏମ୍‌ଡି […]
Read More...

Advertisement