cyclonic circulation in south Andaman sea
ଓଡ଼ିଶା  ପାଣିପାଗ 

ଆସନ୍ତା ୪ରେ ଦକ୍ଷିଣ ଆଣ୍ଡାମାନ ସାଗରେ ଘୂର୍ଣ୍ଣିଝଡ଼: ଲଘୁଚାପ ନିଶ୍ଚିନ୍ତ

ଆସନ୍ତା ୪ରେ ଦକ୍ଷିଣ ଆଣ୍ଡାମାନ ସାଗରେ ଘୂର୍ଣ୍ଣିଝଡ଼: ଲଘୁଚାପ ନିଶ୍ଚିନ୍ତ ଭୁବନେଶ୍ୱର: ମେ ୦୨: ଆସନ୍ତା ୪ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିଝଡ଼ ସୃଷ୍ଟି ହେବାର ଅଛି । ଏଣୁ ଲଘୁଚାପ ହେବା ନିଶ୍ଚିତ, ହେଲେ ବାତ୍ୟା ହେବ କି ନାହିଁ ତାହାର ସ୍ପଷ୍ଟ ସୂଚନା ମିଳିବପାରି ନାହିଁ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକ ଆର୍‌ କେ. ଜେନାମଣି ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁସାରେ, ଏହି ଘୂର୍ଣ୍ଣିଝନ ଆସନ୍ତା ହୋଇ ୬ ତାରିଖ ସୁଦ୍ଧା ଘନୀଭୂତ ହୋଇ ଲଘୁଚାପରରେ ପରିଣତ […]
Read More...

Advertisement