cyclone over the Bay of Bengal
ଓଡ଼ିଶା  ପାଣିପାଗ 

ପଶ୍ଚିମ ଓଡ଼ିଶାରେ ବଢ଼ୁଛି କୁହୁଡ଼ି, ଆସନ୍ତା ୪ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ

ପଶ୍ଚିମ ଓଡ଼ିଶାରେ ବଢ଼ୁଛି କୁହୁଡ଼ି, ଆସନ୍ତା ୪ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଭୁବନେଶ୍ୱର: ଶୀତରେ ଥରୁଛନ୍ତି ପଶ୍ଚିମ ଓଡ଼ିଶାବାସୀ । କେତେକ ସ୍ଥାନରେ କୁହୁଡ଼ି ପଡ଼ିବା ସହିତ ରାତ୍ରିକାଳୀନ ୨୦ ଡିଗ୍ରୀ ତଳକୁ ରହୁଛି । ଫୁଲବାଣୀର କୁହୁଡ଼ି ଦୃଶ୍ୟମାନର ଦୂରତା ୨୦୦ ମିଟର ରହୁଥିଲା ବେଳେ ଭବନୀପାଟଣାରେ ୫୦୦ ମିଟର ଓ ପାରଳାଖେମୁଣ୍ଡିରେ ୬୦୦ ମିଟର ରହୁଛି । ପ୍ରମୁଖ ରାତ୍ରି ତାପମାତ୍ରା ସିମିଳିଗୁଡା (କୋରାପୁଟ): ୧୧.୪ ଡ଼ିଗ୍ରୀକିରେଇ (ସୁନ୍ଦରଗଡ): ୧୧.୫ ଡ଼ିଗ୍ରୀକୋରାପୁଟ: ୧୧.୬ ଡ଼ିଗ୍ରୀ ଜି.ଉଦୟଗିରି(କନ୍ଧମାଳ): ୧୨ ଡ଼ିଗ୍ରୀ ଫୁଲବାଣୀ ଏବଂ ଦାରିଙ୍ଗବାଡି: ୧୩.୫ ଡ଼ିଗ୍ରୀ ସୋନପୁର: […]
Read More...
ଓଡ଼ିଶା  ପାଣିପାଗ 

ଗୁଜବ ପ୍ରଚାର ବନ୍ଦ କରନ୍ତୁ, ଆଗାମୀ ୭ ଦିନ ମଧ୍ୟରେ ବାତ୍ୟା ନାହିଁ: ଆଇଏମ୍‌ଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର

ଗୁଜବ ପ୍ରଚାର ବନ୍ଦ କରନ୍ତୁ, ଆଗାମୀ ୭ ଦିନ ମଧ୍ୟରେ ବାତ୍ୟା ନାହିଁ: ଆଇଏମ୍‌ଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ଭୁବନେଶ୍ୱର: ଆଗାମୀ ୭ ଦିନ ଭିତରେ ରାଜ୍ୟରେ ବଡ଼ ବାତ୍ୟା ହେବ, ଏହା ଏକ ଗୁଜବ । ଲୋକଙ୍କୁ ଭୟଭୀତ କଲାଭଳି ଖବର ପ୍ରସାରଣ ନକରାଯାଉ ବୋଲି ଆଜି ଆଇଏମ୍‌ଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି । ✔️ବାତ୍ୟା ସମ୍ଭନ୍ଧରେ ପାଣିପାଗ ବିଭାଗ ତରଫରୁ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରିହୋଇନାହିଁ, ✔️ଆହୁରି ମଧ୍ୟ କୌଣସି ପାଣିପାଗ ଘଟଣା ସମ୍ଭନ୍ଧରେ ୭ଦିନ ଆଗରୁ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ ✔️ପାଣିପାଗ ସହ ଜଡିତ ସଠିକ […]
Read More...

Advertisement