Cyclone Odisha
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଅମ୍ପନ : ଆଜି ରାତିରେ ବଢ଼ିପାରେ ପବନ
Published On
By Samaya Live
Edited by Papu Mohanty ଭୁବନେଶ୍ୱର : May 19: ବାତ୍ୟା ଅମ୍ପନ୍ ମଙ୍ଗଳବାର ମଧ୍ୟରାତ୍ରୀରେ ନେଇପାରେ ଉଗ୍ରରୂପ । ହଠାତ୍ ପବନ ବଢ଼ିପାରେ ଓ ଉପକୂଳ ଅଞ୍ଚଳରେ କ୍ଷୟକ୍ଷତି ସୃଷ୍ଟି କରିବାର ସମ୍ଭାବନା ରହିଛି ବୋଲି ଆଶଙ୍କା କରାଯାଉଛି । ସୂଚନା ଅନୁସାରେ ମଙ୍ଗଳବାର ସଂଧ୍ୟାରୁ ଓଡ଼ିଶା ଉପକୂଳରେ ବର୍ଷା, ପବନ ହେବ ଏବଂ ବୁଧବାର ସକାଳୁ ଓଡ଼ିଶା ଉପକୂଳରେ ପବନର ବେଗ ବଢ଼ିବ । ବିଶେଷ କରି ବାଲେଶ୍ୱର ଭୋଗରାଇ, ତାଳସାରି ଅଞ୍ଚଳରେ ପବନ […]
ବାତ୍ୟା ରୂପ ନେଲା ଆମ୍ଫାନ; ମତ୍ସ୍ୟଜୀବୀଙ୍କୁ ରେଡ୍ ୱାର୍ଣ୍ଣିଂ; ୧୮ ସନ୍ଧ୍ୟାରୁ ବର୍ଷିବ;
Published On
By Samaya Live
By Papu Mohanty ଭୁବନେଶ୍ୱର, (ସବୁ୍ୟ): May 16: ଭୟଙ୍କର ହେଉଛି ସାମୁଦି୍ରକଝଡ଼ ଆମ୍ଫାନ । ସୃଷ୍ଟ ଘୂର୍ଣ୍ଣିଝଡ ବାତ୍ୟା ରୂପ ନେଇଛି । ଏହା ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବ । ପରେ ସମୁଦ୍ରରେ କରାଳ ରୂପ ନେଇ ଅଧିକ ଭୟଙ୍କର ହେବ । ଏହା ପ୍ରଭାବରେ ଉପକୂଳ ଓଡିଶାରେ ୧୮ତାରିଖ ବେଳକୁ ବର୍ଷା ସହ ଜୋର୍ରେ ପବନ ବୋହିବ । ୨୦ ତାରିଖରେ ବାତ୍ୟା ଓଡିଶା ଉପକୂଳ ପାଖ ଦେଇ ପଶ୍ଚିମବଙ୍ଗରେ […]
ଘନଉଛି ବାତ୍ୟା: ୧୯ରୁ ଉପକୂଳରେ ପ୍ରବଳ ବର୍ଷା
Published On
By Samaya Live
By Papu Mohanty ଭୁବନେଶ୍ୱର :May 14: ବଙ୍ଗୋପସାଗରରେ ଘନଉଛି ବାତ୍ୟା । ୨୪ ଘଣ୍ଟା ମଧ୍ୟରେ ଅବପାତ । ୪୮ ଘଣ୍ଟାରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ । ପରେ ଭୟଙ୍କର ବାତ୍ୟା ରୂପ ନେବା ସହ ପଶ୍ଚିମବଙ୍ଗ ସୀମାନ୍ତ ଏବଂ ଉତ୍ତର ଓଡ଼ିଶା ଉପକୂଳ ସ୍ଥଳଭାଗ ଛୁଇଁବା ଆଶଙ୍କା କରିଛନ୍ତି ପାଣିପାଗ ବିଶେଷଜ୍ଞ । ତେବେ ୧୬ତାରିଖ ପରେ ଏହାର ସ୍ପଷ୍ଟ ଚିତ୍ର ଜଣାପଡିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ପାଣିପାଗ ବିଭାଗର ଆକଳନ […]
ଆସୁଛି ବାତ୍ୟା, ୧୭ ସୁଦ୍ଧା; ଓଡ଼ିଶାକୁ ଭୟ ନାହିଁ ;ଦୁଇଦିନ ଭିତରେ ସ୍ପଷ୍ଟ ଚିତ୍ର
Published On
By Samaya Live
By Papu Mohanty ଭୁବନେଶ୍ୱର(ସବୁ୍ୟ):May 13: ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ଏହାର ପାଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ମହାସାଗର ଉପରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହା ୪୮ଘଣ୍ଟା ମଧ୍ୟରେ ଡିପ୍ରେସନ(ଅବପାତ) ରୂପ ନେବା ସହ କାଳକ୍ରମେ ବାତ୍ୟାରେ ପରିଣତ ହେବ । ତେବେ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପରେ ଏହାର ପ୍ରଭାବ ନାହିଁ । ହେଲେ ଦୁଇଦିନ ଭିତରେ ସ୍ପଷ୍ଟ ଚିତ୍ର ଜଣାପଡିବା ପରେ ଓଡିଶା ଉପରେ କେତେ ପ୍ରଭାବ ପଡିବ ତାହା […]

