Cyclone in Odisha
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଆସନ୍ତା ୫ ଦିନ ଯାଏଁ ଲଗାଣ ବର୍ଷା, ୧୯ରେ ଘୂର୍ଣ୍ଣିବଳୟ
Published On
By Samaya Live
ଭୁବନେଶ୍ୱର: ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିବ । ୧୫ କିମ୍ବା ୧୬ ତାରିଖ ପରଠାରୁ ବର୍ଷା କମିବ ବୋଲି ଆଜି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ପାଣିପାଗ କେନ୍ଦ୍ର ଆହୁରି ସୂଚନା ଦେଇଛି ଯେ, ଆସନ୍ତା ୧୩ ତାରିଖରେ ଆଉ ଏକ ଲଘୁଚାପ ହେଉଛି । ଏହାର ପ୍ରଭାବରେ ୧୩ ଓ ୧୪ ଦୁଇ ଦିନ ଅଧିକ ବର୍ଷା ରହିବ । ଏହିସମୟରେ ପଶ୍ଚିମ ଓ ଉପକୂଳ […]
ଆସନ୍ତା ୪ରେ ଦକ୍ଷିଣ ଆଣ୍ଡାମାନ ସାଗରେ ଘୂର୍ଣ୍ଣିଝଡ଼: ଲଘୁଚାପ ନିଶ୍ଚିନ୍ତ
Published On
By Samaya Live
ଭୁବନେଶ୍ୱର: ମେ ୦୨: ଆସନ୍ତା ୪ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିଝଡ଼ ସୃଷ୍ଟି ହେବାର ଅଛି । ଏଣୁ ଲଘୁଚାପ ହେବା ନିଶ୍ଚିତ, ହେଲେ ବାତ୍ୟା ହେବ କି ନାହିଁ ତାହାର ସ୍ପଷ୍ଟ ସୂଚନା ମିଳିବପାରି ନାହିଁ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକ ଆର୍ କେ. ଜେନାମଣି ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁସାରେ, ଏହି ଘୂର୍ଣ୍ଣିଝନ ଆସନ୍ତା ହୋଇ ୬ ତାରିଖ ସୁଦ୍ଧା ଘନୀଭୂତ ହୋଇ ଲଘୁଚାପରରେ ପରିଣତ […]
ପୁରୀ ସ୍ଥଳଭାଗରେ ମାଡ଼ ହୋଇପାରେ ବାତ୍ୟା
Published On
By Samaya Live
ଭୁବନେଶ୍ୱର : ଡିସେମ୍ବର ୦୩: ଆସନ୍ତାକାଲି ପୁରୀ ସ୍ଥଳଭାଗକୁ ବାତ୍ୟା ଛୁଇଁବ । ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁସାରେ ପୁରୀ ଜିଲ୍ଲାରେ ବାତ୍ୟା ଜୱାଦ ସ୍ଥଳଭାଗ ଛୁଇଁପାରେ । ତେବେ ଆସନ୍ତାକାଲି ସନ୍ଧ୍ୟାରୁ ୫ ତାରିଖ ସକାଳ ପର୍ଯ୍ୟନ୍ତ ବାତ୍ୟା ପୁରୀ ଛୁଇଁପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ବାତ୍ୟା ସ୍ଥଳ ଭାଗ ଅଳ୍ପ ଛୁଇଁବା ପରେ ପୁଣି ସମୁଦ୍ରକୁ ଚାଲି ଯାଇପାରେ । ବାତ୍ୟା ସ୍ଥଳଭାଗ ନିକଟ ହେଲେ ସର୍ବାଧିକ ୯୦ରୁ […]
ବିପର୍ଯ୍ୟୟ ମୁକାବିଲା କୌଶଳ ଶିଖାଇବ ଓଡ଼ିଶା
Published On
By Samaya Live
ଭୁବନେଶ୍ୱର : ସେପ୍ଟେମ୍ବର ୩୦ : ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ଭୁବନେଶ୍ୱରରେ ଏକ ତାଲିମ ଶିବିର ଗତକାଲି ଆରମ୍ଭ ହୋଇଛି । ୯ ରାଜ୍ୟ ଓ ୪ ଟି କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତିନିଧି ଏଥିରେ ଯୋଗ ଦେଇଛନ୍ତି । ବାତ୍ୟା କିମ୍ବା ବନ୍ୟା ପୂର୍ବ ପ୍ରସ୍ତୁତି ଓ ପରେ ପୁନଃଉଦ୍ଧାର କେମିତି କରାଯାଉଛି ତାହା ଉପରେ ଆଲୋଚନା ହେଉଛି । ଓଡ଼ିଶାର ବାତ୍ୟା ଓ ବନ୍ୟା ମୁକାବିଲା କରିବାରେ ଅନେକ ଅଭିଜ୍ଞତା ରହିଛି । […]
ଆସନ୍ତା ୨୮ରେ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୨୬: ବଙ୍ଗେପସାଗରର ଉତ୍ତର ଉପକୂଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୮ ତାରିଖରେ ଉତ୍ତର-ଉପକୂଳରେ ଲଘୁଚାପ ଜନିତ ନିମ୍ନ ଚାପ ସୃଷ୍ଟି ହୋଇପାରେ । ପାଣିପାଗ ବିଭାଗ ସୂଚନା ଅନୁସାରେ, ଜୁଲାଇ ୩୧ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୪ଟି ଜିଲ୍ଲାର ଗୋଟିଏ କିମ୍ବା […]
ମହାବାତ୍ୟା ଅମ୍ଫାନ: ସୁନ୍ଦରବନରେ ଲ୍ୟାଣ୍ଡଫଲ
Published On
By Samaya Live
Edited by Papu Mohanty ଭୁବନେଶ୍ୱର,୧୮ା୫(ସବୁ୍ୟ): ଗଭୀର ସମୁଦ୍ରରେ ଥିବା ମହାବାତ୍ୟା ଅମ୍ଫାନ’ ଆହୁରି ଉଗ୍ର ହୋଇ ଉପକୂଳ ଆଡ଼କୁ ଅଗ୍ରସର ହେଉଛି । ୨୦ ସଂନ୍ଧ୍ୟାରେ ତାହା ପଶ୍ଚିମବଙ୍ଗର ଦିଘା ଓ ବଙ୍ଗଳାଦେଶର ହାତୀଆ ମଧ୍ୟବର୍ତ୍ତୀସୁନ୍ଦରବନ ଇଲାକାରେ ଲ୍ୟାଣ୍ଡଫଲ୍ କରିବ । କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଥିବା ଅମ୍ଫାନ ଏବେ ୪ କିମି ବେଗରେ ଧୀରଚଳନ କରୁଛି । ହେଲେ ପବନର ବେଗ ରହିଛି ଘଣ୍ଟା ପ୍ରତି ୨୩୦ କିଲୋମିଟର । ସ୍ଥଳଭାଗ ଛୁଇଁଲା ବେଳକୁ […]
୨୦ ଅପରାହ@ କିମ୍ବା ସନ୍ଧ୍ୟାରେ ଦୀଘା-ହାତିଆ ଉପକୂଳ ଅତିକ୍ରମ କରିବ ‘ଅମ୍ପନ୍’
Published On
By Samaya Live
By Papu Mohanty ଭୁବନେଶ୍ୱର : May 18:ବଙ୍ଗୋପସାଗରରେ ସୃଷ୍ଟ ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମ ‘ଅମ୍ପନ୍’ ସୋମବାର ଉଗ୍ରରୂପ ଧାରଣ କରିଛି । ଏହା ଏକ୍ସଟ୍ରିମ୍ ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି । କ୍ରମେ ଏହା ଅଧିକ ଘନୀଭୂତ ହେଉଥିବା ପାଣିପାଗ ବିଭାଗ ସୂତ୍ରରୁ ଜଣାପଡିଛି । ୨୦ ତାରିଖ ଅପରାହ@ କିମ୍ବା ସନ୍ଧ୍ୟାରେ ଅମ୍ପନ୍ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ସେହି […]
ଘାଣ୍ଟିବ ଅମ୍ଫାନ୍: ଆଜିଠୁ ବର୍ଷା, ପ୍ରଭାବିତ ହେବ ଉପକୂଳ ଓଡ଼ିଶା
Published On
By Samaya Live
Edited by Papu Mohanty ଭୁବନେଶ୍ୱର : May 17:ମାଡ଼ି ଆସୁଛି ଉଗ୍ର ଅମ୍ଫାନ୍ । ଏହା ଏବେ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଛି । ଏହା ୨୦ତାରିଖ ଅପରାହ୍ନରେ ପଶ୍ଚିମବଙ୍ଗର ଦିଘା ଏବଂ ବାଂଲାଦେଶର ହାତିୟା ଦୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଏହି ସମୟରେ ପବନର ବେଗ ୧୯୦ରୁ ୨୦୦ ପର୍ଯ୍ୟନ୍ତ ପହଞ୍ଚିପାରେ । ତେବେ ଅମ୍ଫାନ ଓଡ଼ିଶା ନିକଟରେ ଯାଉଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଭୀଷଣ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ […]
ସମ୍ଭାବ୍ୟ ବାତ୍ୟା ନେଇ ଏସଆରସିଙ୍କ ସୂଚନା; ଅଧିକ ବିପଦରେ ୪ଟି ଜିଲ୍ଲା
Published On
By Samaya Live
By Papu Mohanty ଭୁବନେଶ୍ୱର : May 15:ସାମ୍ଭାବ୍ୟ ବାତ୍ୟା ମୁକାବିଲା ଜନୀତ ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ଜିଲ୍ଲାପାଳମାନେ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ । ବାତ୍ୟାକୁ ନେଇ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ, ବାତ୍ୟା ଜନୀତ ସମସ୍ତ ସାମ୍ଭାବ୍ୟ ପରିସ୍ଥିତି ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ସୂଚନା ଯୋଗ୍ୟ ଯେ, […]

