Cyclone Amphan
ଓଡ଼ିଶା 

ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ Edited by Papu Mohanty ଭୁବନେଶ୍ୱର : May 21:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅପରାହ୍ନରେ ଆକାଶମାର୍ଗରୁ ଓଡ଼ିଶାର ବାତ୍ୟା ବିଧ୍ୱସ୍ତ ଅଞ୍ଚଳ ପରିକ୍ରମା କରିବା ସହିତ କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି । ବାତ୍ୟା ଯୋଗୁ ହୋଇଥିବା ବ୍ୟାପକ କ୍ଷୟକ୍ଷତି ବିଶେଷ କରି ଫସଲ ନଷ୍ଟ ନେଇ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିବା ସହିତ କ୍ଷୟକ୍ଷତି ଘଟିଥିବା ରାସ୍ତା ଘାଟ ଓ ବନ୍ଧ ବାଡ ତୁରନ୍ତ ମରାମତି ସହିତ କ୍ଷତିଗ୍ରସ୍ତ ଜିଲ୍ଲା ଗୁଡ଼ିକରେ ସାଧାରଣ ଜୀବନଯାତ୍ରା ଫେରାଇ […]
Read More...
ଓଡ଼ିଶା 

ଆକଳନ ୧୦୦% ଠିକ୍‌

ଆକଳନ ୧୦୦% ଠିକ୍‌ Edited by Papu Mohanty ଭୁବନେଶ୍ୱର :May 20: ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ମହାବାତ୍ୟା ଅମ୍ଫାନ ସଂପର୍କରେ ଯେଉଁ ଆକଳନ କରିଥିଲା ତାହା ଶତ ପ୍ରତିଶତ ଠିକ୍‌ ହୋଇଛି । ଏଥିପାଇଁ ସବୁ ଶ୍ରେୟ ଯାଇଛି ଆଇଏମଡିର ମହାନିର୍ଦ୍ଦେଶକ ମୃତୁ୍ୟଞ୍ଚୟ ମହାପାତ୍ର ଓ ତାଙ୍କ ଟିମକୁ । ବଙ୍ଗୋପସାଗରେ ଲଘୁଚାପ ହେବା ଦିନ ଠାରୁ ଆଇଏମଡି ସଠିକ ଆକଳନ କରିଛି । ଏଥିପାଇଁ ପ୍ରଥମରୁ ତିନୋଟି ଡୋପଲାର ରାଡାର ନିୟୋଜିତ ହୋଇଥିଲା । ତାହା […]
Read More...
ଓଡ଼ିଶା 

୪ ଜିଲ୍ଲା ଦାୟିତ୍ୱରେ ୪ ଅଧିକାରୀ: ଉପକୂଳରୁ ବିପନ୍ନ ସ୍ଥାନାନ୍ତର

୪ ଜିଲ୍ଲା ଦାୟିତ୍ୱରେ ୪ ଅଧିକାରୀ: ଉପକୂଳରୁ ବିପନ୍ନ ସ୍ଥାନାନ୍ତର Edited by Papu Mohanty ଭୁବନେଶ୍ୱର,୧୮ା୫(ସବୁ୍ୟ): ଓଡ଼ିଶାରେ ୧୨ଟି ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଥିଲେ ହେଁ ୪ଟି ଜିଲ୍ଲାରେ ମହାବାତ୍ୟାର ସିଧାସଳଖ ପ୍ରଭାବ ରହିବ । ସେହି ଜିଲ୍ଲା ଗୁଡ଼ିକ ହେଉଛି, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ । ଏସବୁ ଜିଲ୍ଲାର ସମୁଦ୍ର ତଟବର୍ତ୍ତୀ ଇଲାକାରେ ବିପନ୍ନଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସରକାର ପ୍ରଭାବିତ ଚାରି ଜିଲ୍ଲା ପାଇଁ ବରିଷ୍ଠ ଚାରି ଅଧିକାରୀଙ୍କୁ ମହାବାତ୍ୟା ମୁକାବିଲା ପାଇଁ ଦାୟିତ୍ୱ ନ୍ୟସ୍ତ […]
Read More...
ଓଡ଼ିଶା 

ମହାବାତ୍ୟା ରୂପ ନେଉଛି ‘ଅମ୍ପାନ’: ସମୁଦ୍ରକୂଳିଆ ଧାମରା ଅଞ୍ଚଳରୁ ୭୭୨୭ଲୋକଙ୍କୁ ସ୍ଥାନାନ୍ତର

ମହାବାତ୍ୟା ରୂପ ନେଉଛି  ‘ଅମ୍ପାନ’:  ସମୁଦ୍ରକୂଳିଆ ଧାମରା ଅଞ୍ଚଳରୁ ୭୭୨୭ଲୋକଙ୍କୁ ସ୍ଥାନାନ୍ତର Report by Uma Kalyan Mohapatra ଭଦ୍ରକ,୧୮ ।୦୫(ଜିପ୍ର): ବାତ୍ୟା ‘ଅମ୍ପାନ’ ମହାବାତ୍ୟାର ରୂପ ନେବା ପରେ ହାଇ ଆଲର୍ଟ ଜୋନରେ ଥିବା ଭଦ୍ରକ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ବାତ୍ୟା ପରିସ୍ଥିତିର ସୁପରିଚାଳନା ନେଇ ରାଜ୍ୟ ସରକାର ପୂର୍ବ ଅଭିଜ୍ଞତା ଥିବା ବରିଷ୍ଠ ପ୍ରଶାସକ ସୁଶୀଲ ଲୋହାନୀଙ୍କୁ ଭଦ୍ରକକୁ ପଠାଇଛନ୍ତି । ସେହିପରି ଉଦ୍ଧାର କାର୍ଯ୍ୟ ନିମନ୍ତେ ୨ଏନଡିଆରଏଫ ଟିମ ଚାନ୍ଦବାଲି ଓ ଧାମରାକୁ ପଠାଯାଇଥିବା ବେଳେ ୨ଓଡରାଫ୍ ଟିମକୁ ବାସୁଦେବପୁର […]
Read More...

Advertisement