Cuttack Shopping Malal
ଓଡ଼ିଶା 

ସୋମବାର କଟକରୁ ହଟିବ ସଟଡାଉନ୍‌; ଖୋଲିବ ସପିଂ ମଲ୍‌

ସୋମବାର କଟକରୁ ହଟିବ ସଟଡାଉନ୍‌; ଖୋଲିବ ସପିଂ ମଲ୍‌ କଟକ : ଜୁଲାଇ ୧୨: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ସହରରେ ଲାଗୁ ହୋଇଥିବା ସଟ୍‌ଡାଉନ୍‌ ଆସନ୍ତାକାଲିଠୁ ହଟିବ । ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ୍‌ କରାଯାଇ କୁହାଯାଇଛି । ସ୍ଥିତିର ସମୀକ୍ଷା କରାଯାଇ ସଟïାଉନ୍‌ ହଟିବା ନେଇ ନିଷ୍ପତ୍ତି ହୋଇଥିବା କୁହାଯାଇଛି, ହେଲେ ସପ୍ତାହରେ ଶନିବାର ଓ ରବିବାର ଯେଉଁଭଳି ଭାବରେ ସଟ୍‌କଡାଉନ୍‌ କଟକଣା ଲାଗୁ ହୋଇଛି, ତାହା ପୂର୍ବଭଳି ବଳବତ୍ତର ରହିବ ବୋଲି ସିଏମ୍‌ସି ପକ୍ଷରୁ କୁହାଯାଇଛି । […]
Read More...

Advertisement