cuttack news
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ସୋମବାର କଟକରୁ ହଟିବ ସଟଡାଉନ୍; ଖୋଲିବ ସପିଂ ମଲ୍
Published On
By Samaya Live
କଟକ : ଜୁଲାଇ ୧୨: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ସହରରେ ଲାଗୁ ହୋଇଥିବା ସଟ୍ଡାଉନ୍ ଆସନ୍ତାକାଲିଠୁ ହଟିବ । ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରାଯାଇ କୁହାଯାଇଛି । ସ୍ଥିତିର ସମୀକ୍ଷା କରାଯାଇ ସଟïାଉନ୍ ହଟିବା ନେଇ ନିଷ୍ପତ୍ତି ହୋଇଥିବା କୁହାଯାଇଛି, ହେଲେ ସପ୍ତାହରେ ଶନିବାର ଓ ରବିବାର ଯେଉଁଭଳି ଭାବରେ ସଟ୍କଡାଉନ୍ କଟକଣା ଲାଗୁ ହୋଇଛି, ତାହା ପୂର୍ବଭଳି ବଳବତ୍ତର ରହିବ ବୋଲି ସିଏମ୍ସି ପକ୍ଷରୁ କୁହାଯାଇଛି । […]
କଟକ କ୍ୟାନ୍ସର ହସ୍ପିଟାଲରୁ ପୁଣି ୬ ପଜିଟିଭ୍
Published On
By Samaya Live
କଟକ : ଜୁନ ୨୯:କଟକରେ କରୋନା ତାର କାୟାବିସ୍ତାର କରୁଛି । ସ୍ଥାନୀୟ କ୍ୟାନ୍ସର ହସ୍ପିଟାଲରେ ପୁଣି ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସାଧାରଣରେ ଆତଙ୍କ ପ୍ରକାଶ ପାଇଛି । ଚିହ୍ନଟ ହୋଇଥିବା ୬ଜଣଙ୍କ ମଧ୍ୟରୁ ୪ ଜଣ ରୋଗୀ ଥିବା ବେଳେ ଅନ୍ୟ ଦୁଇ ଜଣ ହେଉଛନ୍ତି ଆଟେଣ୍ଡାଣ୍ଟ ଓ ଆହାର କେନ୍ଦ୍ରର କର୍ମଚାରୀ । କ୍ୟାନସର ହସ୍ପିଟାଲରେ ଏପର୍ଯ୍ୟନ୍ତ ୫ ଜଣ ରୋଗୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମୋଟ […]
ଇନ୍ସୁରାନ୍ସ କମ୍ପାନୀ ଦଣ୍ଡିତ;୨ ହଜାର ଟଙ୍କା ଦେଲେନି,୨୭ ହଜାର ଗଣିବେ
Published On
By Samaya Live
କଟକ : ଜୁନ ୪: ଗୋଟିଏ ଦୁଇ ଚକିଆ ଗାଡି ଚୋରି ଘଟଣାରେ ଇନସୁ୍ୟରାନ୍ସ କମ୍ପାନୀ ସମ୍ପୃକ୍ତ ଗାଡିର ମାଲିକଙ୍କୁ ଇନସୁ୍ୟରାନ୍ସ ବାବଦକୁ ୧୯ ହଜାର ୫୯ଟଙ୍କା ଦେବା ପରିବର୍ତ୍ତେ ୧୬ ହଜାର ୯ଶହ ଟଙ୍କା ଦେଲେ । ବାକି ୨ ହଜାର ୧୫୯ ଟଙ୍କା ଦେବାକୁ ମନା କରିଦେଲେ । ଏହି ଘଟଣାରେ ଗାଡି ମାଲିକ ଅରୁଣ କୁମାର ସାହୁ କରିଥିବା ଆବେଦନ ଉପରେ ଶୁଣାଣି କରି ଜିଲ୍ଲା ଖାଉଟି ବିବାଦ ସମାଧାନ ଫୋରମ୍ ସମ୍ପୃକ୍ତ […]

