Cuttack headline
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଦିନଟେ ବଢ଼ିଲା ବାଲିଯାତ୍ରା
Published On
By Samaya Live
କଟକ: କଟକ ମହାନଦୀ ପଠାରେ ଐତିହାସିକ ବାଲିଯାତ୍ରା ଆସନ୍ତାକାଲି ଶେଷ ହେବାକୁ ଥିବା ବେଳେ ପ୍ରଶାସନ ପକ୍ଷରୁ କରାଯାଇଛି ଏକ ବଡ଼ ଘୋଷଣା କରାଯାଇଛି । ଲୋକଙ୍କ ମନୋରଞ୍ଜନକୁ ଦୃଷ୍ଟୀରେ ରଖାଯାଇ ଐତିହାସିକ କଟକ ବାଲିଯାତ୍ରା ଗୋଟିଏ ଦିନକୁ ବଢ଼ାଯାଇଛି । ଅର୍ଥାତ୍ ବାଲିଯାତ୍ରା ବୁଧବାର ଶେଷ ହେବାର ଥିଲା, ମାତ୍ର ତାହାକୁ ବୃଦ୍ଧି କରାଯାଇ ଗୁରୁବାର ଦିନ ଶେଷ ହେବ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ଜାମିନ
Published On
By Samaya Live
କଟକ: ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ରାୟକୁ ବିରୋଧ କରି ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ପକ୍ଷରୁ ହାଇକୋର୍ଟରେ ଏକ ଅପିଲ୍ ଦାୟର ହୋଇଥିଲା । ଆଜି ଏହି ଅପିଲ୍କୁ ବିଚାର କରି ହାଇକୋର୍ଟ ମହମ୍ମଦ ମୋକିମଙ୍କୁ ଜାମିନ୍ ଦେବା ସହିତ ଭିଜିଲାନ୍ସ ଆଦଲତଙ୍କ ଜରିମାନା ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛି । ଏଥିସହ ୧ ଲକ୍ଷଟଙ୍କା ଓ ଦୁଇ ଜଣ ଜାମିନଦାରଙ୍କ ବଦଳରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ମୋକିମ୍ଙ୍କ ସମେତ ଆଇଏଏସ୍ ବିନୋଦ […]
ରୁପା ଇଟା ଓ ଚାନ୍ଦି ଅଳଙ୍କାର ସହ ୧୨ ଲକ୍ଷ ଜବତ, ଦୁଇ ଗିରଫ
Published On
By Samaya Live
କଟକ: କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗର ଅଧିକାରୀଙ୍କୁ ମିଳିଛି ଏକ ବଡ଼ ସଫଳତା । ରୂପା ଇଟା ଓ ଅଳଙ୍କାରଗୁଡ଼ିକ ଚୋରା ଚାଲଣ ହେଉଥିଲା ବେଳେ ହାତରେ ଲାଗିଛି ଅବକାରୀ ବିଭାଗର ଅଧିକାରୀଙ୍କର । ପୋଲିସ ସୂଚନା ଅନୁସାରେ, କଟକରୁ ଶହେ କେଜି ରୁପା ଇଟା, ଚାନ୍ଦି ଅଳଙ୍କାର ସହ ୧୨ ଲକ୍ଷ ଟଙ୍କା ଜବତ ହୋଇଛି । ଏହି ମାମଲାରେ ଦୁଇ ଜଣଙ୍କୁ ଅଟକଙ୍କୁ ରଖାଯାଇ ପଚରାଉଚରା ଚାଲିଛି । କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ […]
ବାରବାଟୀ ଷ୍ଟାଡିୟମ୍ରେ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆୟୋଜନ ବନ୍ଦ ମାମଲା ଖାରଜ
Published On
By Samaya Live
କଟକ:ଜୁନ୍ ୦୭: କ୍ରିକେଟ୍ପ୍ରେୀଙ୍କ ପାଇଁ ଖୁସିର ଖବର ଶୁଣାଇନ୍ତି ଓଡ଼ିଶାର ଉଚ୍ଚ ନ୍ୟାୟାଳୟ । ବାରବାଟୀ ଷ୍ଟାଡିୟମରେ ଆନ୍ତର୍ଜାତିକ ମ୍ୟାଚ୍ ଆୟୋଜନ ବନ୍ଦ କରିବାକୁ ହାଇକୋର୍ଟରେ ଯେଉଁ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା, ତାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି । ଫଳରେ ବାରବାଟର ଷ୍ଟାଡିୟମ୍ରେ ଆସନ୍ତା ୧୨ ତାରିଖରେ କ୍ରିକେଟ୍ ଅନୁଷ୍ଠିତ ହେବ । ସୂଚନା ଥାଉଯେ- ବାରବାଟୀ ଷ୍ଟାଡିୟମର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଓ ନିର୍ମାଣଗତ ନିରାପତ୍ତା ପ୍ରମାଣପତ୍ର ନାହିଁ । ଏଥି […]
ମାହାଙ୍ଗା ହତ୍ୟାକାଣ୍ଡ: ଅଭିୟୁକ୍ତର କୋର୍ଟ ଚାଲଣ,ବ୍ୟବଚ୍ଛେଦ ପରେ ଗାଁକୁ ଫେରିଲାନି ଶବ
Published On
By Samaya Live
କଟକ: ଏପ୍ରିଲ ୧୪: ଗତକାଲି ମାହାଙ୍ଗର କୁସୁମପୁରରେ ଘଟିଥିବ ଲୋମ ଟାଙ୍କୁରା ଗଣହତ୍ୟା ଘଟଣାର ୪୮ ଘଣ୍ଟା ପୂରିଗଲା । ଏପର୍ଯ୍ୟନ୍ତ ଘଟଣା ଉପରୁ ପରଦା ଉଠାଇପାରୁ ନାହିଁ ପୋଲିସ । ଅପର ପକ୍ଷରେ, ଡାକ୍ତରୀ ମାଇନା ପରେ ଅଭିଯୁକ୍ତକୁ କୋର୍ଟ ଚାଲଣ କରିଛନ୍ତି ପୋଲିସ । ଯାହାକୁ ନେଇ ଏବେ ସାଧାରଣରେ ଉଠିଛି ପ୍ରଶ୍ନ । ସୂଚନା ମୁତାବକ ମାହାଙ୍ଗା ଥାନା କୁସୁମପୁର ଗ୍ରାମର ଶିବ ପ୍ରସାଦ ସାହୁ ନିଜ ଭାଇ ଅଲେଖ, ଭାଉଜ ରଶ୍ମିରେଖା, […]
ଶପଥ ନେଲେ ହାଇକୋର୍ଟର ୩ ବିଚାରପତି
Published On
By Samaya Live
କଟକ: ଫେବୃଆରୀ ୧୪ : ଆଜି ଓଡ଼ିଶା ହାଇକୋର୍ଟରେ ନୂଆ ୩ ଜଣ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ସେମାନେ ହେଲେ-ଜଷ୍ଟିସ୍ ଭି. ନରସିଂହ, ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀ ଓ ଜଷ୍ଟିସ୍ ମୁରାହରି ଶ୍ରୀରମଣ । ମୁଖ୍ୟ ବିଚାରପତି ଏସ୍. ମୁରଲୀଧରନ୍ ୩ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି । ନୂଆ ବିଚାରପତିଙ୍କ ଶପଥ ଗ୍ରହଣ ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । କୋଭିଡ୍ କଟକଣା ଯୋଗୁଁ ଶପଥଗ୍ରହଣ […]

