Cruise in Chilika
ଓଡ଼ିଶା 

ଚିଲିକା, ଭିତରକନିକା ଓ ସାତକୋଶିଆରେ ଚାଲିବ କ୍ରୁଜ୍‌

ଚିଲିକା, ଭିତରକନିକା ଓ ସାତକୋଶିଆରେ ଚାଲିବ କ୍ରୁଜ୍‌ ଭୁବନେଶ୍ୱର :ଜୁନ ୬: ଚିଲିକା, ହୀରାକୁଦ ଜଳଭଣ୍ଡାର, ମହାନଦୀ, ଭିତରକନିକା ଏବଂ ସାତକୋଶିଆ ଗଣ୍ଡରେ ଚଳାଚଳ କରିବ କ୍ରୁଜ୍‌ । ଏନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଛି । ଓଡ଼ିଶାର ପର୍ଯ୍ୟଟନର ବିକାଶ କରିବା ପାଇଁ ଏହି ପ୍ରସ୍ତାବ ଦିଆଯାଇଥିବା ଜଣାପଡିଛି । ଆପାତତ ଦିନବେଳେ ଉପରୋକ୍ତ ଅଞ୍ଚଳରେ କ୍ରୁଜ୍‌ ଚଳାଚଳ କରିବ ଓ ଜୁଲାଇ ୧୦ ସୁଦ୍ଧା ବିଭିନ୍ନ କ୍ରୁଜ୍‌ ପରିଚାଳକଙ୍କଠାରୁ ଏନେଇ ପ୍ରସ୍ତାବ ଆଗତ କରାଯିବ । ଏହାପରେ ବିଧିବଦ୍ଧ […]
Read More...

Advertisement