ବୈତରଣୀ ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା
କେନ୍ଦୁଝର : ଚମ୍ପୁଆ ନିକଟସ୍ଥ ବୈତରଣୀ ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା । ଯୁବକ ଜଣଙ୍କ ବିସ୍କୁଟ ହୋଲସେଲିଂ କରନ୍ତି ଇ ତାଙ୍କ ନାଁ ବସନ୍ତ ପାତ୍ର ଇ ଆଜି ସକାଳୁ ସେ ସ୍କୁଟିକୁ ବୈତରଣୀ ନଦୀ ପୋଲ ଉପରେ ରଖି ନଦୀକୁ ଡେଇଁ ପଡ଼ିଥିଲେ । ବ୍ୟକ୍ତିଙ୍କ ମୃତଦେହ ନଦୀରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଝାରଖଣ୍ଡ ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରି ତଦନ୍ତ କରୁଥିବା ଜଣାପଡ଼ିଛି। […]
କେନ୍ଦୁଝର : ଚମ୍ପୁଆ ନିକଟସ୍ଥ ବୈତରଣୀ ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା । ଯୁବକ ଜଣଙ୍କ ବିସ୍କୁଟ ହୋଲସେଲିଂ କରନ୍ତି ଇ ତାଙ୍କ ନାଁ ବସନ୍ତ ପାତ୍ର ଇ ଆଜି ସକାଳୁ ସେ ସ୍କୁଟିକୁ ବୈତରଣୀ ନଦୀ ପୋଲ ଉପରେ ରଖି ନଦୀକୁ ଡେଇଁ ପଡ଼ିଥିଲେ । ବ୍ୟକ୍ତିଙ୍କ ମୃତଦେହ ନଦୀରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଝାରଖଣ୍ଡ ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରି ତଦନ୍ତ କରୁଥିବା ଜଣାପଡ଼ିଛି।
ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଥିବା ଜଣାପଡିଛି ।




