ଅତିରିକ୍ତ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ

ଭବାନୀପାଟଣା : ଭିଜିଲାନ୍ସ ଜାଲରେ ଅତିରିକ୍ତ ଯନ୍ତ୍ରୀ I ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢ଼ାଉ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଳ ଯୋଗାଣ ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁଙ୍କ ଭବାନୀପାଟଣା ଜଳେଶ୍ୱର ମନ୍ଦିର ରାସ୍ତାରେ ଥିବା ସରକାରୀ ବାସଭବନ ସହ ଅଫିସରେ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍‌ । ଚଢ଼ାଉରେ କୋରାପୁଟ ଭିଜିଲାନ୍ସ ବିଭାଗର ୩ଟି ସ୍ୱତନ୍ତ୍ର ଟିମ୍ ରହିଛି । ଚଢ଼ାଉ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, […]

Samaya Live Picture
Published On

ଭବାନୀପାଟଣା : ଭିଜିଲାନ୍ସ ଜାଲରେ ଅତିରିକ୍ତ ଯନ୍ତ୍ରୀ I ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢ଼ାଉ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଳ ଯୋଗାଣ ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁଙ୍କ ଭବାନୀପାଟଣା ଜଳେଶ୍ୱର ମନ୍ଦିର ରାସ୍ତାରେ ଥିବା ସରକାରୀ ବାସଭବନ ସହ ଅଫିସରେ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍‌ । ଚଢ଼ାଉରେ କୋରାପୁଟ ଭିଜିଲାନ୍ସ ବିଭାଗର ୩ଟି ସ୍ୱତନ୍ତ୍ର ଟିମ୍ ରହିଛି । ଚଢ଼ାଉ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ବ୍ୟାଙ୍କ ପାସବୁକ୍ ଏବଂ ବିପୁଳ ଅର୍ଥ ଜବତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସଠିକ ପରିମାଣ ଆକଳନ କରାଯାଇ ପାରିନାହିଁ I

Tags: