ମାଟି ତଳେ ମାଓବାଦୀଙ୍କ ସୁଡଙ୍ଗ ସହ ବନ୍ଧୁକ ତିଆରି କାରଖାନା ଠାବ
ମାଲକାନଗିରି: ସୁକମା ବିଜାପୁର ସୀମାରେ ଏନକାଉଣ୍ଟର ବେଳେ ଯବାନଙ୍କୁ ବଡ ସଫଳତା ମିଳିଛି। ସର୍ଚ୍ଚ ପରେସନ ବେଳେ ମାଟି ତଳୁ ବିରାଟ ସୁଡ଼ଙ୍ଗ ଠାବ । ସୁଡ଼ଙ୍ଗ ଭିତରେ ମାଓବାଦୀ ମାନେ ବିପୁଳ ପରିମାଣରେ ବୋମା ତିଆରି ସାମଗ୍ରୀ ସହିତ ଏକ ଦେଶୀ ବନ୍ଧୁକ ତିଆରି ମେସିନକୁ ଜବତ କରିଛନ୍ତି ଯବାନ । ଛତିଶଗଡ ବିଜାପୁର ଜିଲ୍ଲା ସୀମାନ୍ତରେ ଏହି ବନ୍ଧୁକ ତିଆରି କାରଖାନା ଠାବ କରିଛନ୍ତି । ଯାହାକୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ରଖାଯାଇଥିଲା। […]
ମାଲକାନଗିରି: ସୁକମା ବିଜାପୁର ସୀମାରେ ଏନକାଉଣ୍ଟର ବେଳେ ଯବାନଙ୍କୁ ବଡ ସଫଳତା ମିଳିଛି। ସର୍ଚ୍ଚ ପରେସନ ବେଳେ ମାଟି ତଳୁ ବିରାଟ ସୁଡ଼ଙ୍ଗ ଠାବ । ସୁଡ଼ଙ୍ଗ ଭିତରେ ମାଓବାଦୀ ମାନେ ବିପୁଳ ପରିମାଣରେ ବୋମା ତିଆରି ସାମଗ୍ରୀ ସହିତ ଏକ ଦେଶୀ ବନ୍ଧୁକ ତିଆରି ମେସିନକୁ ଜବତ କରିଛନ୍ତି ଯବାନ । ଛତିଶଗଡ ବିଜାପୁର ଜିଲ୍ଲା ସୀମାନ୍ତରେ ଏହି ବନ୍ଧୁକ ତିଆରି କାରଖାନା ଠାବ କରିଛନ୍ତି । ଯାହାକୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ରଖାଯାଇଥିଲା। ତେବେ ଏକ ବଡ଼ ଧରଣର ଅଘଟଣକୁ ଏଡାଇ ଦେଇଛନ୍ତି ଯବାନ । ଗତ ଦୁଇ ଦିନ ଧରି ଦକ୍ଷିଣ ବସ୍ତର ଅନ୍ତର୍ଗତ ସୁକମା, ବିଜାପୁର ଓ ତେଲେଙ୍ଗାନାରେ ପୁଲିସ୍ ଏନକାଉଣ୍ଟରରେ ୧୨ ମାଓବାଦୀ ନିହତ ହେବା ପରେ ସର୍ଚ୍ଚ ଅପରେସନ୍ ଚାଲିଥିଲା।




