ପାଣି ଟାଙ୍କିରୁ ଦୁଇଟି କଙ୍କାଳ ଉଦ୍ଧାର

ଯାଜପୁର :ପାଣି ଟାଙ୍କିରୁ ଉଦ୍ଧାର ହେଲା ଦୁଇଟି ନର କଙ୍କାଳ । ଯାଜପୁର ସଦରଥାନା ଅନ୍ତର୍ଗତ ନିଶ୍ଚନ୍ତା ଗ୍ରାମରେ ଥିବା ପାଣି ଟାଙ୍କିରେ ଦୁଇଟି କଙ୍କାଳ ପଡ଼ିଥିବା ଦେଖିବାକୁ ମିଳିଛି । କଙ୍କାଳ ଦୁଇଟିର ପରିଚୟ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ଗ୍ରାମବାସୀଙ୍କର ଭିଡ଼ ଲାଗିରହିଛି । ସୂଚନାନୁଯାୟୀ,ଯାଜପୁର ସଦର ଥାନା ନିଶ୍ଚିନ୍ତ ଗାଁର ନିର୍ମାଣାଧୀନ ପାଣି ଟାଙ୍କିରୁ ମିଳିଛି ୨ଟି ନରକଙ୍କାଳ I କିନ୍ତୁ ବର୍ତ୍ତମାନ ଯାଏଁ ଉଦ୍ଧାର ହୋଇଥିବା ନରକଙ୍କାଳ ଗୁଡିକର ପରିଚୟ ମିଳିପାରି ନଥିବାବେଳେ […]

Samaya Live Picture
Published On

ଯାଜପୁର :ପାଣି ଟାଙ୍କିରୁ ଉଦ୍ଧାର ହେଲା ଦୁଇଟି ନର କଙ୍କାଳ । ଯାଜପୁର ସଦରଥାନା ଅନ୍ତର୍ଗତ ନିଶ୍ଚନ୍ତା ଗ୍ରାମରେ ଥିବା ପାଣି ଟାଙ୍କିରେ ଦୁଇଟି କଙ୍କାଳ ପଡ଼ିଥିବା ଦେଖିବାକୁ ମିଳିଛି । କଙ୍କାଳ ଦୁଇଟିର ପରିଚୟ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ଗ୍ରାମବାସୀଙ୍କର ଭିଡ଼ ଲାଗିରହିଛି ।

ସୂଚନାନୁଯାୟୀ,ଯାଜପୁର ସଦର ଥାନା ନିଶ୍ଚିନ୍ତ ଗାଁର ନିର୍ମାଣାଧୀନ ପାଣି ଟାଙ୍କିରୁ ମିଳିଛି ୨ଟି ନରକଙ୍କାଳ I କିନ୍ତୁ ବର୍ତ୍ତମାନ ଯାଏଁ ଉଦ୍ଧାର ହୋଇଥିବା ନରକଙ୍କାଳ ଗୁଡିକର ପରିଚୟ ମିଳିପାରି ନଥିବାବେଳେ ଘଟଣାସ୍ଥଳରେ ଯାଜପୁର ସଦର ପୋଲିସ ପହଁଚି ଭିଡ଼କୁ ଆୟତ୍ତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି I

Tags: