ସାଢେ ତିନି କେଜିର ଗଞ୍ଜେଇ ଜବତ
କଣ୍ଟାବାଞ୍ଜି : ଜବତ ହେଲା ସାଢେ ତିନି କେଜିର ଗଞ୍ଜେଇ l ଘଟଣାଟି କଣ୍ଟାବାଞ୍ଜି ସହର ୱାର୍ଡ ନଂ.୧୩ ସିଙ୍ଗାଲପଡାର ଠାରେ ଘଟିଛି l ସୂଚନାନୁସାରେ , କଣ୍ଟାବାଞ୍ଜି ଆଇ.ଆଇ.ସି. ରଶ୍ମିତା ବେହେରା ବିଶେଷ ସୂତ୍ରରୁ ଖବର ପାଇ ସଦଳବଳେ ଶନିବାର ରାତିରେ ରଘୁନାଥ ପାଣିଗ୍ରାହୀ ଘରୁ ସାଢେ ତିନି କେଜି ଗଞ୍ଜେଇ ଜବତ କରାଯାଇଛି l ଗଞ୍ଜେଇ ଜବତ ପରେ ଉକ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ l ତେବେ ଜାମିନ ନାମଂଜୁର ହେବାରୁ […]
କଣ୍ଟାବାଞ୍ଜି : ଜବତ ହେଲା ସାଢେ ତିନି କେଜିର ଗଞ୍ଜେଇ l ଘଟଣାଟି କଣ୍ଟାବାଞ୍ଜି ସହର ୱାର୍ଡ ନଂ.୧୩ ସିଙ୍ଗାଲପଡାର ଠାରେ ଘଟିଛି l
ସୂଚନାନୁସାରେ , କଣ୍ଟାବାଞ୍ଜି ଆଇ.ଆଇ.ସି. ରଶ୍ମିତା ବେହେରା ବିଶେଷ ସୂତ୍ରରୁ ଖବର ପାଇ ସଦଳବଳେ ଶନିବାର ରାତିରେ ରଘୁନାଥ ପାଣିଗ୍ରାହୀ ଘରୁ ସାଢେ ତିନି କେଜି ଗଞ୍ଜେଇ ଜବତ କରାଯାଇଛି l ଗଞ୍ଜେଇ ଜବତ ପରେ ଉକ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ l ତେବେ ଜାମିନ ନାମଂଜୁର ହେବାରୁ ତାଙ୍କୁ ସ୍ଥାନୀୟ ସବ୍ ଜେଲ ପଠାଯାଇଥିବାର ପୋଲିସ ସୂଚନା ଦେଇଛି । ଥାନାରେ କେସ ନଂ୨୭୦ ଏନ.ଡି.ପି.ଏସ. ତା.୧୦.୦୯.୨୦୨୩ରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି l




