ରାଞ୍ଚିରେ ତୃତୀୟ ସିମ ବକ୍ସ ଠାବ
ଝାରଖଣ୍ଡ : ଭୁବନେଶ୍ୱରରୁ ସିମ ବକ୍ସ ଠାବ ହେବା ଘଟଣାରେ ଝାଡଖଣ୍ଡରେ ତୃତୀୟ ସିମ୍ ବକ୍ସ ଠାବ କରିଛି କମିଶନରେଟ ପୁଲିସ। ସିମ୍ ବକ୍ସ ଜବତ ମାମଲାର ଖୋଳତାଡ କରି କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ୱାଡ୍ ରାଞ୍ଚିରେ ପହଞ୍ଚିଛି। ଅଭିଯୁକ୍ତ ରାଜୁ ମଣ୍ଡଳକୁ ନେଇ ରାଞ୍ଚିରେ ବିର୍ସାମୁଣ୍ଡା ଷ୍ଟାଡିୟମ ନିକଟରେ ଥିବା ଏକ ଘରେ ସିମ୍ ବକ୍ସ ଠାବ ହୋଇଛି। ଏହି ସମୟରେ ସ୍ଥାନୀୟ ପୁଲିସ ଉପସ୍ଥିତ ରହିଥିଲେ। ସିମ୍ ବକ୍ସ ଠାବ କରିବାରେ ଅଧିକ ଛାନଭିନ […]
ଝାରଖଣ୍ଡ : ଭୁବନେଶ୍ୱରରୁ ସିମ ବକ୍ସ ଠାବ ହେବା ଘଟଣାରେ ଝାଡଖଣ୍ଡରେ ତୃତୀୟ ସିମ୍ ବକ୍ସ ଠାବ କରିଛି କମିଶନରେଟ ପୁଲିସ। ସିମ୍ ବକ୍ସ ଜବତ ମାମଲାର ଖୋଳତାଡ କରି କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ୱାଡ୍ ରାଞ୍ଚିରେ ପହଞ୍ଚିଛି। ଅଭିଯୁକ୍ତ ରାଜୁ ମଣ୍ଡଳକୁ ନେଇ ରାଞ୍ଚିରେ ବିର୍ସାମୁଣ୍ଡା ଷ୍ଟାଡିୟମ ନିକଟରେ ଥିବା ଏକ ଘରେ ସିମ୍ ବକ୍ସ ଠାବ ହୋଇଛି। ଏହି ସମୟରେ ସ୍ଥାନୀୟ ପୁଲିସ ଉପସ୍ଥିତ ରହିଥିଲେ। ସିମ୍ ବକ୍ସ ଠାବ କରିବାରେ ଅଧିକ ଛାନଭିନ କରୁଛି ପୁଲିସ। ଭୁବନେଶ୍ୱର, କଟକ ପରେ ରାଞ୍ଚିରେ ବର୍ତ୍ତମାନ ସିମ୍ ବକ୍ସ ଠାବ ହୋଇଛି। ଏଠାରେ କିଏ ସିମ୍ ବକ୍ସ ଅପରେଟ କରୁଥିଲା ତାହା ନେଇ ଖୋଳତାଡ କରୁଛି ପୁଲିସ।




