ବ୍ଲେଡରେ ନିଜ ବେକ କାଟି କଏଦୀ ଗୁରୁତର
ଭଦ୍ରକ : ଭଦ୍ରକ ଜେଲରେ ଅଭବନୀୟ କାଣ୍ଡ Iଶୌଚ ହେବାକୁ ଯିବାକୁ କହି ବ୍ଲେଡରେ ନିଜ ବେକ କାଟିଲା କଏଦୀ I ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟାଳୟରେ ଭର୍ତି I ବାଥରୁମ ଭିତରେ ବେକ ଓ ଗୁପ୍ତାଙ୍ଗ କାଟି ଗୁରୁତର ହୋଇଥିଲେ I କଏଦୀ ଜଣକ ହେଲେ ସୁଶାନ୍ତ ମାଝୀ I ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡିରେ ଇ ସୁଶାନ୍ତ ନିଜ ପତ୍ନୀକୁ ନିର୍ଯ୍ୟାତନା ଦେଉଥିବା ମାମଲାରେ ଗିରଫ ହୋଇ ବନ୍ଦୀ ଥିଲେ I ଆଜି […]
ଭଦ୍ରକ : ଭଦ୍ରକ ଜେଲରେ ଅଭବନୀୟ କାଣ୍ଡ Iଶୌଚ ହେବାକୁ ଯିବାକୁ କହି ବ୍ଲେଡରେ ନିଜ ବେକ କାଟିଲା କଏଦୀ I ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟାଳୟରେ ଭର୍ତି I ବାଥରୁମ ଭିତରେ ବେକ ଓ ଗୁପ୍ତାଙ୍ଗ କାଟି ଗୁରୁତର ହୋଇଥିଲେ I କଏଦୀ ଜଣକ ହେଲେ ସୁଶାନ୍ତ ମାଝୀ I ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡିରେ ଇ ସୁଶାନ୍ତ ନିଜ ପତ୍ନୀକୁ ନିର୍ଯ୍ୟାତନା ଦେଉଥିବା ମାମଲାରେ ଗିରଫ ହୋଇ ବନ୍ଦୀ ଥିଲେ I ଆଜି ବାଥରୁମ ଭିତରେ ମାସଢ଼ାଉ ଦିଆଯାଉଥିବା ବ୍ଲେଡରେ କାଟି ହୋଇ ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଭଦ୍ରକ ଡାକ୍ତରଖାନା ନିଆଯାଇଥିଲା I ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି I




