ଗୋ ଚାଲାଣର ନୂଆ ତରିକା

ବାଲେଶ୍ୱର : ବାଲେଶ୍ଵରରେ ଅଭିନବ ଉପାୟରେ ଗୋ ଚାଲାଣ ଦେଖିବାକୁ ମିଳିଛି । ବସରେ ଓଡିଶାରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ଗୋରୁ। ବସରେ ଥିଲା ୧୨ରୁ ଉର୍ଦ୍ଧ୍ୱ ଗୋରୁ । ସୂଚନାନୁସାରେ , ରାଜ୍ୟରୁ ଗୋ ଚାଲାଣ ବର୍ଷକୁ ବର୍ଷ ବଢିବାରେ ଲାଗିଛି । ବିଭିନ୍ନ ସମୟରେ ଚୋରା ଲୁଚାରେ ଗୋଚାଲାଣ ହେଉଥିବାବେଳେ ଏହା ଜବତ ହୋଇଥାଏ । ସେପଟେ ବାଲେଶ୍ଵରରେ ଅଭିନବ ଉପାୟରେ ଗୋ ଚାଲାଣ ଦେଖିବାକୁ ମିଳିଛି । ବସରେ ଓଡିଶାରୁ ପଶ୍ଚିମବଙ୍ଗକୁ ଚାଲାଣ […]

Samaya Live Picture
Published On

ବାଲେଶ୍ୱର : ବାଲେଶ୍ଵରରେ ଅଭିନବ ଉପାୟରେ ଗୋ ଚାଲାଣ ଦେଖିବାକୁ ମିଳିଛି । ବସରେ ଓଡିଶାରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ଗୋରୁ। ବସରେ ଥିଲା ୧୨ରୁ ଉର୍ଦ୍ଧ୍ୱ ଗୋରୁ ।
ସୂଚନାନୁସାରେ , ରାଜ୍ୟରୁ ଗୋ ଚାଲାଣ ବର୍ଷକୁ ବର୍ଷ ବଢିବାରେ ଲାଗିଛି । ବିଭିନ୍ନ ସମୟରେ ଚୋରା ଲୁଚାରେ ଗୋଚାଲାଣ ହେଉଥିବାବେଳେ ଏହା ଜବତ ହୋଇଥାଏ । ସେପଟେ ବାଲେଶ୍ଵରରେ ଅଭିନବ ଉପାୟରେ ଗୋ ଚାଲାଣ ଦେଖିବାକୁ ମିଳିଛି । ବସରେ ଓଡିଶାରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ଗୋରୁ। ବସରେ ଥିଲା ୧୨ରୁ ଉର୍ଦ୍ଧ୍ୱ ଗୋରୁ । ପଶ୍ଚିମବଙ୍ଗକୁ ଗୋ ଚାଲାଣ ବେଳେ ଖନ୍ତାପଡ଼ା ପୋଲିସ ଦ୍ୱାରା ଚଢ଼ାଉ ହୋଇଥିଲା । ଗୋରୁ ଗୁଡ଼ିଙ୍କୁ ମୂର୍ମୁଷ ଅବସ୍ଥାରେ ଉଦ୍ଧାର ପରେ ମା ଭାରତୀ ଗୋଶାଳା କେନ୍ଦ୍ରରେ ପୋଲିସ ଛାଡିଥିଲା । ଏହି ଗୋରୁ ମାନଙ୍କୁ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଚାଲାଣ କରୁଥିଲେ ଗୋ ମାଫିଆ ବୋଲି ପୋଲିସ ସୂଚନା ଦେଇଛି ।

Tags: