ପୁଣି ରିମାଣ୍ଡରେ ଯିବେ ମହାଠକ ଦମ୍ପତି

ଭୁବନେଶ୍ୱର : ପୁଣି ରିମାଣ୍ଡରେ ଯିବେ ହାଇପ୍ରୋଫାଇଲ ଠକ ହଂସିତା-ଅନିଲ । ବଡ଼ ବାଡ଼ିଆଙ୍କୁ ଯୁବତୀ ଚାଲାଣ ମାମଲାରେ ସାମ୍ନାକୁ ଆସିଛି ନୂଆ ତଥ୍ୟ I ଏବିଷୟରେ ଖୋଳତାଡ଼ କରି ଅଧିକ ତଥ୍ୟ ହାସଲ ପାଇଁ ଉଭୟଙ୍କୁ ପୁଣି ଠାରେ ରିମାଣ୍ଡରେ ନେବ କମିଶନରେଟ ପୋଲିସ । ହଂସିତା-ଅନିଲଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ପୋଲିସ ଆବେଦନ କରିବ । ଜେଏମ୍‌ଏଫ୍‌ସି କୋର୍ଟରେ ଆବେଦନ କରାଯିବ ବୋଲି ସୂଚନା ମିଳିଛି । ରିମାଣ୍ଡ ସମୟରେ ହଂସିତାଙ୍କ […]

Samaya Live Picture
Published On

ଭୁବନେଶ୍ୱର : ପୁଣି ରିମାଣ୍ଡରେ ଯିବେ ହାଇପ୍ରୋଫାଇଲ ଠକ ହଂସିତା-ଅନିଲ । ବଡ଼ ବାଡ଼ିଆଙ୍କୁ ଯୁବତୀ ଚାଲାଣ ମାମଲାରେ ସାମ୍ନାକୁ ଆସିଛି ନୂଆ ତଥ୍ୟ I ଏବିଷୟରେ ଖୋଳତାଡ଼ କରି ଅଧିକ ତଥ୍ୟ ହାସଲ ପାଇଁ ଉଭୟଙ୍କୁ ପୁଣି ଠାରେ ରିମାଣ୍ଡରେ ନେବ କମିଶନରେଟ ପୋଲିସ ।

ହଂସିତା-ଅନିଲଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ପୋଲିସ ଆବେଦନ କରିବ । ଜେଏମ୍‌ଏଫ୍‌ସି କୋର୍ଟରେ ଆବେଦନ କରାଯିବ ବୋଲି ସୂଚନା ମିଳିଛି । ରିମାଣ୍ଡ ସମୟରେ ହଂସିତାଙ୍କ ଯୁବତୀ ଚାଲାଣ ଲିଙ୍କ୍‌ ଖୋଲିବ ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଝାଡ଼ଖଣ୍ଡରୁ କଲ୍‌ଗର୍ଲ ଆଣି କାହାକୁ ଯୋଗାଇଥିଲେ ହଂସିତା ତାର ଛାନଭିନ କରିବ କମିଶନରେଟ୍ ପୋଲିସ ।

Tags: