ଭଡା ଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ୱର : ରାଜଧାନୀ ଭରତପୁର ଅଞ୍ଚଳରେ ଅଘଟଣ I ଏକ ବେଶୀରେ ଭଡା ନେଇ ରହୁଥିବା ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି I ମୃତ ଯୁବତୀ ଜଣଙ୍କ ହେଲେ ବିଷ୍ନୁପ୍ରିୟ ରାଉତ I ସେ ଅନ୍ୟଜଣେ ଯୁବତୀଙ୍କ ସହ ସେଠାରେ ଭଡାରେ ରହୁଥିଲେ I ତେବେ ବିଷ୍ନୁପ୍ରିୟା ଙ୍କର ଗତ ଗୁରୁବାର ଦିନ ମୃତ୍ୟୁ ଘଟିଥିବାବେଳେ ଗତକାଲି ରାତିରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି I ଘଟଣା ଘଟିବା ଦିନରୁ ବିଷ୍ନୁପ୍ରିୟାଙ୍କ ସହ ରହୁଥିବା ଅନ୍ୟଜଣେ […]
ଭୁବନେଶ୍ୱର : ରାଜଧାନୀ ଭରତପୁର ଅଞ୍ଚଳରେ ଅଘଟଣ I ଏକ ବେଶୀରେ ଭଡା ନେଇ ରହୁଥିବା ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି I ମୃତ ଯୁବତୀ ଜଣଙ୍କ ହେଲେ ବିଷ୍ନୁପ୍ରିୟ ରାଉତ I ସେ ଅନ୍ୟଜଣେ ଯୁବତୀଙ୍କ ସହ ସେଠାରେ ଭଡାରେ ରହୁଥିଲେ I ତେବେ ବିଷ୍ନୁପ୍ରିୟା ଙ୍କର ଗତ ଗୁରୁବାର ଦିନ ମୃତ୍ୟୁ ଘଟିଥିବାବେଳେ ଗତକାଲି ରାତିରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି I ଘଟଣା ଘଟିବା ଦିନରୁ ବିଷ୍ନୁପ୍ରିୟାଙ୍କ ସହ ରହୁଥିବା ଅନ୍ୟଜଣେ ଯୁବତୀ ଫେରାର ଥିବାବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ I ଖବର ପାଇ ଭରତପୁର ଥାନା ପୁଲିସ ଘଟଣା ସ୍ଥାନରେ ପହଞ୍ଚି ସାଇଣ୍ଟିଫିକ ଟିମ୍ ଜରିଆରେ ତଦନ୍ତ ଆରମ୍ଭ କରିଛି ।




