ଘର ଭିତରୁ ମା’ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ବଲପୁର : ଅଇଁଠାପାଲି ଥାନା ଅନ୍ତର୍ଗତ ଟାଙ୍ଗରପାଲି ଅଞ୍ଚଳରେ ଏକ ଘର ଭିତରୁ ମା ଓ ପୁଅଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି। ତେବେ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେବା ପରେ ଘରେ ମା ଓ ପୁଅଙ୍କ ଝୁଲନ୍ତା ମୃତଦେହ ଥିବା ଜଣାପଡିଥିଲା। ମୃତ ମା’ ଙ୍କର ନା ଜ୍ୟୋସ୍ନାରାଣୀ ଦାସ ହୋଇଥିବା ବେଳେ ସେ ଜଣେ ଶିକ୍ଷୟିତ୍ରୀ I ସେହିପରି ଆତ୍ମହତ୍ୟା କରିଥିବା ପୁଅର ନାଁ ସୁଧିର ପଣ୍ଡା […]
ସମ୍ବଲପୁର : ଅଇଁଠାପାଲି ଥାନା ଅନ୍ତର୍ଗତ ଟାଙ୍ଗରପାଲି ଅଞ୍ଚଳରେ ଏକ ଘର ଭିତରୁ ମା ଓ ପୁଅଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି। ତେବେ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେବା ପରେ ଘରେ ମା ଓ ପୁଅଙ୍କ ଝୁଲନ୍ତା ମୃତଦେହ ଥିବା ଜଣାପଡିଥିଲା। ମୃତ ମା’ ଙ୍କର ନା ଜ୍ୟୋସ୍ନାରାଣୀ ଦାସ ହୋଇଥିବା ବେଳେ ସେ ଜଣେ ଶିକ୍ଷୟିତ୍ରୀ I ସେହିପରି ଆତ୍ମହତ୍ୟା କରିଥିବା ପୁଅର ନାଁ ସୁଧିର ପଣ୍ଡା ବୟସ ୨୭ I ତେବେ ମା’ପୁଅଙ୍କର ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି I ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।




