ବଡ ଭାଇର ଫାଉଡା ଚୋଟରେ ସାନଭାଇର ମୃତ୍ୟୁ

କଟକ : ପାରିବାରିକ କଳହର କରୁଣ ପରିଣତି I ବଡ଼ ଭାଇର ଫାଉଡ଼ା ମାଡ଼ରେ ସାନ ଭାଇର ମୃତ୍ୟୁ । ଏଭଳି ଅଭବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଗୁରୁଡିଝାଟିଆ ଥାନା ଖିରିଖିଆ ଗାଁରେ । ମୃତକ ହେଲେ ସାନଭାଇ ବର୍ଜୁ ବଦରା । ପାରିବାରିକ କଳହକୁ ନେଇ ଘର ଆଗରେ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରିଛି ବଡ଼ ଭାଇ ବେହେରା ବଦରା। ଖବରପାଇ ଘଟଣାସ୍ଥଳରେ ଗୁରୁଡିଝାଟିଆ ପୋଲିସ ପହଞ୍ଚି ବଡଭାଇକୁ ଥାନାରେ ଅଟକ […]

Samaya Live Picture
Published On

କଟକ : ପାରିବାରିକ କଳହର କରୁଣ ପରିଣତି I ବଡ଼ ଭାଇର ଫାଉଡ଼ା ମାଡ଼ରେ ସାନ ଭାଇର ମୃତ୍ୟୁ । ଏଭଳି ଅଭବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଗୁରୁଡିଝାଟିଆ ଥାନା ଖିରିଖିଆ ଗାଁରେ । ମୃତକ ହେଲେ ସାନଭାଇ ବର୍ଜୁ ବଦରା । ପାରିବାରିକ କଳହକୁ ନେଇ ଘର ଆଗରେ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରିଛି ବଡ଼ ଭାଇ ବେହେରା ବଦରା। ଖବରପାଇ ଘଟଣାସ୍ଥଳରେ ଗୁରୁଡିଝାଟିଆ ପୋଲିସ ପହଞ୍ଚି ବଡଭାଇକୁ ଥାନାରେ ଅଟକ ରଖି ପଚରାଉଚରା କରିବା ସହ ଘଟଣାର ତଦନ୍ତ ଚଳାଇଛି।

Tags: