ଟ୍ରେନ ଲାଇନ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର
କଣ୍ଟାବାଞ୍ଜି : ଟ୍ରେନ ଲାଇନ ନିକଟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର I ବଲାଙ୍ଗୀର ଜିଲ୍ଲା ତୁରକେଲା ବ୍ଲକ ରାଉତମୁଣ୍ଡା ଗାଁ ଦେଇ ଯାଇଥିବା ଟ୍ରେନ ଲାଇନ ନିକଟରେ ଘଟିଛି ଏହି ଘଟଣା I ଗତ ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବାବେଳେ ଯୁବକଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ଜନିତ ଏହା ବର୍ତ୍ତମାନ ଯାଏଁ ଅସ୍ପଷ୍ଟ ରହିଛି I ଘଟଣା ସ୍ଥଳରେ କଣ୍ଟାମାଳ ଜିଆରପି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିବା ସହ ପରିବାର ଲୋକଙ୍କ […]
କଣ୍ଟାବାଞ୍ଜି : ଟ୍ରେନ ଲାଇନ ନିକଟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର I ବଲାଙ୍ଗୀର ଜିଲ୍ଲା ତୁରକେଲା ବ୍ଲକ ରାଉତମୁଣ୍ଡା ଗାଁ ଦେଇ ଯାଇଥିବା ଟ୍ରେନ ଲାଇନ ନିକଟରେ ଘଟିଛି ଏହି ଘଟଣା I ଗତ ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବାବେଳେ ଯୁବକଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ଜନିତ ଏହା ବର୍ତ୍ତମାନ ଯାଏଁ ଅସ୍ପଷ୍ଟ ରହିଛି I ଘଟଣା ସ୍ଥଳରେ କଣ୍ଟାମାଳ ଜିଆରପି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିବା ସହ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରୁଛି I
Tags:




